Below header
Browsing Tag

drug dealers

ନିଶା ବେପାରୀଙ୍କ ସଂପତ୍ତି ବାଜ୍ୟାପ୍ତ, ୨୦୨୨ରେ ଶିବକୁ କ୍ରାଇମବ୍ରାଞ୍ଚ STF ଗିରଫ କରିଥିଲା

ଭୁବନେଶ୍ୱର (କେନ୍ୟୁଜ): ନିଶା ବେପାରୀଙ୍କ ସଂପତ୍ତି ବାଜ୍ୟାପ୍ତ । ଗିରଫ ନିଶା ବେପାରୀର ଜବତ ନଗଦ ଟଙ୍କା ଓ ବ୍ୟାଙ୍କ ଜମା ଟଙ୍କାକୁ ବାଜ୍ୟାପ୍ତ କରାଯାଇଛି । ୭୪ଲକ୍ଷ ୭୫ ହଜାର ଟଙ୍କା ବାଜ୍ୟାପ୍ତ ହୋଇଛି । ବ୍ରାଉନସୁଗର କାରବାର କରି ଗିରଫ ହୋଇଥିଲା ଖୋର୍ଦ୍ଧା ଜିଲ୍ଲା ଜଟଣୀ ମୁଣ୍ଡିଆ ସାହିର…

ଜଟଣୀ ବାଇପାସ ନିକଟରେ STFର ଛାପା: ୨ କେଜି ବ୍ରାଉନସୁଗର ଜବତ ସହ ବେପାରୀ ଗିରଫ

ଭୁବନେଶ୍ବର(କେନ୍ୟୁଜ୍): ନିଶା ବେପାରୀଙ୍କୁ କାବୁ କଲା ସ୍ପେଶାଲ ଟାସ୍କଫୋର୍ସ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ବାଇପାସ ନିକଟରେ STF ର ଛାପା। ନୟାଗଡ଼ ଅନ୍ଧାରୁଆର ରାକେଶ ସାମନ୍ତରାୟ ଗିରଫ। ଅଭିଯୁକ୍ତ ଠାରୁ ୨ କେଜି ବ୍ରାଉନସୁଗର ଜବତ।  ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୨ କୋଟି ମର୍ଡର କେସର…

ଲାଞ୍ଚକୁ ପ୍ରତ୍ୟାଖ୍ୟାନ କରି ୧୨ କୋଟି ଟଙ୍କାର ଡ୍ରଗ୍ସ ଜବତ କଲେ ହୋମଗାର୍ଡ, କନଷ୍ଟେବଳକୁ ପଦୋନ୍ନତି

ନିଜ ସାଧୁତା ଓ କାର୍ଯ୍ୟନିଷ୍ଠତାର ପରିଚୟ ଦେଖାଇ ସରକାରଙ୍କ ପକ୍ଷରୁ ପୁରସ୍କୃତ ହେବା ସହ ପଦ୍ଦନ୍ନୋତି ମଧ୍ୟ ପାଇଛନ୍ତି ଜଣେ ପୋଲିସ ହୋମଗାର୍ଡ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆସାମରେ । ଆସାମ ପଣିଆ ପାଇଁ ଚର୍ଚ୍ଚାକୁ ଆସିଥିଲେ ବୋରସିଂ ବି କାର୍ବି ଆଙ୍ଗ୍ଲୋଙ୍ଗ ଜିଲ୍ଲାର ୧୨ କୋଟି…