Browsing Tag

dry cough

ଶୁଖିଲା କାଶ ପିଛା ଛାଡୁନି କି? ଆପଣଙ୍କ ପାଇଁ ଏହି ୪ଟି ଟିପ୍ସ

ଶୁଖିଲା କାଶ ବାସ୍ତବରେ ବହୁତ ସମସ୍ୟା ସୃଷ୍ଟି କରିଥାଏ। ଏହା ରାତିରେ ଆପଣଙ୍କ ନିଦକୁ ବି ଖରାପ କରିଦେଇଥାଏ। ଏପରି କି, ଦିନବେଳା କାମ କରିବା ବି ମୁସ୍କିଲ ହୋଇଯାଏ। ଯଦିଓ ଏହା ଏକ ସାଧାରଣ ସମସ୍ୟା, କିନ୍ତୁ ଆମକୁ ବହୁତ କଷ୍ଟ ଅନୁଭବ ହୋଇଥାଏ। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ଏହି ୪ଟି…