Browsing Tag

dughter cary mother dead body

ବାଲେଶ୍ୱର: ପୁଅର କାମ କଲେ ଝିଅ, ମା’କୁ କାନ୍ଧ ଦେଲେ ୪ ଦିବ୍ୟାଙ୍ଗ ଝିଅ

ବାଲେଶ୍ବର(କେନ୍ୟୁଜ୍): ଦିବ୍ୟାଙ୍ଗ ଝିଅଙ୍କ କାନ୍ଧରେ ଉଠିଲା ମା'ର କୋକେଇ। ବାହୁନି ବାହୁନି ମା'କୁ କୋକେଇରେ ବୋହି ନେବା ବେଳେ ଦେଖଣାହାରୀ ମୁକ ପାଲଟି ଯାଇଥିଲେ। ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ପଞ୍ଚାୟତରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ତୁମୁଦା ଗାଁର ବାଇଧର ଜେନାଙ୍କ ପତ୍ନୀ…