Below header
Browsing Tag

duration

ବଢ଼ିଲା ଆଇନ ସମ୍ମତ ଗର୍ଭପାତର ସମୟ ସୀମା, ୪ ସପ୍ତାହ ବଢ଼ି ଏବେ ହେଲା ୨୪ ସପ୍ତାହ

ନୂଆ ଦିଲ୍ଲୀ: ଆଇନ ସମ୍ମତ ଗର୍ଭପାତ ସମୟ ସୀମା ୨୪ ସପ୍ତାହ ପର୍ଯ୍ୟନ୍ତ ରହିବ । ପୂର୍ବରୁ ଏହି ସମୟର ଅବଧି ଥିଲା ୨୦ ସପ୍ତାହ । ଗର୍ଭପାତ ସଂଶୋଧନ ବିଲ୍‌-୨୦୨୦କୁ କେନ୍ଦ୍ର କ୍ୟାବିନେଟ୍‌ ତରଫରୁ ମଞ୍ଜୁରୀ ମିଳିଛି । ଏସଂପର୍କିତ ପ୍ରଚଳିତ ଆଇନ-୧୯୭୧ରେ ସଂଶୋଧନ ଆଣିବା ପାଇଁ ସଂସଦର ଆଗାମୀ…