Browsing Tag

durga puja laddu

୫୫ ହଜାର ଟଙ୍କାରେ ନିଲାମ ହେଲା ଦେବୀଙ୍କୁ ସମର୍ପିତ ୪୦ କିଲୋଗ୍ରାମର ଦିବ୍ୟ ଲଡୁ

ମୟୁରଭଞ୍ଜ(କେନ୍ୟୁଜ୍): ଲଡୁର ଦାମ ୫୫ ହଜାର ଟଙ୍କା । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ । ମୟୁରଭଞ୍ଜ ଜିଲ୍ଲା କଳିଅଣା ବ୍ଳକ କୁଚେଇ ଦୁର୍ଗାପୂଜା ମଣ୍ଡପରେ ପ୍ରସ୍ତୁତ ୪୦ କିଲୋଗ୍ରାମ ଓଜନର ଦିବ୍ୟ ଲଡୁ ୫୫ ହଜାର ଟଙ୍କାରେ ନିଲାମ ହୋଇଛି । ପ୍ରଶାନ୍ତ କୁମାର ସିଂ ନାମକ ଜଣେ ବ୍ୟକ୍ତି…