Browsing Tag

durga puja will be held in cuttack

ହାଇକୋର୍ଟରେ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲା, ଆସନ୍ତା ୧୩ତାରିଖରେ ହେବ ପରବର୍ତ୍ତୀ ଶୁଣାଣି

କଟକ: ହାଇକୋର୍ଟରେ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାରେ ସାନି ସତ୍ୟପାଠ ଦାଖଲ କଲେ ପୋଲିସ କମିଶନର। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଜବାବ ଦାଖଲ କରାଯାଇଛି। ୧୨ ତାରିଖ ସୁଦ୍ଧା ପ୍ରତିଜବାବ ଦାଖଲ କରିବେ ଆବେଦନକାରୀ। ଆସନ୍ତା ୧୩ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।…

କଟକରେ ହେବ ଦୁର୍ଗାପୂଜା, ଛୋଟ ଆକୃତିର ମୂର୍ତ୍ତି ନିର୍ମାଣ କରିବାକୁ ଅପିଲ କଲା ମହାନଗର ଶାନ୍ତି କମିଟି

କଟକ: କଟକରେ ହେବ ଦୁର୍ଗାପୂଜା। ମଣ୍ଡପ ଗୁଡିକରେ ଜନଗହଳି, ସମାବେଶ ହୋଇପାରିବ ନାହିଁ । ଏହି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ । ମୂର୍ତ୍ତି, ଫଟୋ ବା ଘଟ ଏହି ତିନି ପ୍ରକାରରୁ ଗୋଟିଏ ବାଛିବାକୁ ପୂଜା କମିଟିକୁ କୁହାଯାଇଛି । ଛୋଟ ଆକୃତିର ମୂର୍ତ୍ତି ନିର୍ମାଣ କରିବାକୁ ଅପିଲ କରିଛି ମହାନଗର…