Browsing Tag

dussehra event

ରାମଲୀଳା ଗ୍ରାଉଣ୍ଡ ରାବଣ ପୋଡ଼ି ଉତ୍ସବରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ(କେନ୍ୟୁଜ୍): ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ ପ୍ରତୀକ ଭାବେ ପାଳିତ ହୋଇଛି ରାବଣ ପୋଡ଼ି। ନୂଆଦିଲ୍ଲୀର ଦ୍ୱାରକା ସେକ୍ଚର ୧୦ ରାମଲୀଳା ଗ୍ରାଉଣ୍ଡରେ ରାବଣ ପୋଡ଼ି ଉତ୍ସବରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତୀୟ ସଂସ୍କୃତିରେ ପର୍ବପର୍ବାଣୀର…