Browsing Tag

e visa

କାନାଡା ନାଗରିକଙ୍କ ପାଇଁ ଇ-ଭିସା ସେବା ଆରମ୍ଭ କଲା ଭାରତ, ୨ ମାସ ପୂର୍ବରୁ ହୋଇଥିଲା ସ୍ଥଗିତ

କାନାଡା ନାଗରିକଙ୍କ ପାଇଁ ଭାରତ ଇ-ଭିସା ସେବା ପୁଣି ଥରେ ଆରମ୍ଭ ହୋଇଛି । ପ୍ରାୟ ୨ ମାସ ପରେ ଭାରତ ସରକାର କାନାଡା ନାଗିରକଙ୍କ ପାଇଁ ପର୍ଯ୍ୟଟନ ଇ-ଭିସା ସେବା ଆରମ୍ଭ କରିଛନ୍ତି । ଦୁଇ ଦେଶ ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ କାରଣରୁ ସେପ୍ଟେମ୍ବର ୨୧ରେ ଭାରତ ସରକାର ଇ-ଭିସା ସେବା ସ୍ଥଗିତ…

ଆଫଗାନିସ୍ତାନରେ ଫସି ରହିଥିବା ନାଗରିକଙ୍କ ପାଇଁ ଜରୁରୀକାଳୀନ ‘ଇ-ଭିସା ଘୋଷଣା କଲା ଭାରତ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନର ଶାସନ ଆରମ୍ଭ ପରଠାରୁ ସେଠାରେ ଅଟକି ରହିଥିବା ସବୁ ଧର୍ମର ନାଗରିକ ମାନଙ୍କୁ ଫେରାଇ ଆଣିବାକୁ ଭାରତ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି କରାଯାଇଛି । ଏପରି ଲୋମଟାଙ୍କୁରା ପରିସ୍ଥିତିକୁ ଦୃଷ୍ଟିରେ ରଖି ମଙ୍ଗଳବାର ଦିନ ଭାରତକୁ ଆସିବାକୁ ଚାହୁଁଥିବା…