Browsing Tag

earthquake in north india

ଭୂକମ୍ପରେ ଥରିଲା ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତ: ଆଫଗାନିସ୍ତାନ କେନ୍ଦ୍ରସ୍ଥଳ, ଲୋକେ ଆତଙ୍କିତ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଭୂକମ୍ପ । ଭାରତରେ କମ୍ପନ । ଥରିଲା ଦିଲ୍ଲୀ ସମେତ ଉତ୍ତର ଭାରତ । ଜମ୍ମୁ କଶ୍ମୀରରୁ ଆରମ୍ଭ କରି ଦିଲ୍ଲୀ, ପଞ୍ଜାବ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ ଓ ଲଦାଖର ବିଭିନ୍ନ ସ୍ଥାନରେ ଗତକାଲି ରାତିରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ପାଖାପାଖି ୨ ମିନିଟ ଧରି କିଛି…

ଭୂମିକମ୍ପରେ ଦୋହଲିଲା ଦିଲ୍ଲୀ ସମେତ ଉତ୍ତର ଭାରତ

ନୂଆଦିଲ୍ଲୀ : ଦିଲ୍ଲୀ ସମେତ ଉତ୍ତର ଭାରତର କେତେକ ରାଜ୍ୟରେ ଭୂମିକମ୍ପ ଅନୁଭୂତ ହୋଇଛି । କିଛି ସମୟ ତଳେ ଏଠାକାର ଲୋକେ ଭୂକମ୍ପର ଝଟ୍‌କା ଅନୁଭବ କରିଛନ୍ତି । ଦିଲ୍ଲୀ ଏନ୍‌ସିଆର, ପଞ୍ଜାବ, ହରିଣା, ଚଣ୍ଡିଗଡ଼, ଜମ୍ମୁ କଶ୍ମୀରରେ ଠିକ୍‌ ଅପରାହ୍ନ ୪.୩୫ ମିନିଟ୍‌ରେ ମୃଦୁ ଭୂମିକମ୍ପ ଅନୁଭୂତ…