Below header
Browsing Tag

eating peanuts

ଖରାଦିନେ ପାଣିରେ ଭିଜେଇ ଖାଆନ୍ତୁ କଞ୍ଚା ବାଦାମ; ଏସିଡିଟି, ମୋଟାପଣ ଦୂର ହେବା ସହିତ ଡାଇବେଟିସ୍‌ ବି ରହିବ…

ବାଦାମ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ। ଏଥିରେ ଭିଟାମିନ୍‌ ବି, ବି୧, ବି୩, ବି୯ ଏବଂ ମିନେରାଲ, ମ୍ୟାଗ୍ନେସିୟମ୍‌, ଫସ୍‌ଫରସ୍‌ ଓ କପର୍‌ ଭରପୂର ମାତ୍ରାରେ ରହିଛି। ଏତିକି ନୁହେଁ, ବାଦାମକୁ ମୋନୋ ଏବଂ ପଲିଅନସ୍ୟାଚୁରେଟେଡ୍‌ ଫ୍ୟାଟ୍ସର ଭଲ ସ୍ରୋତ ମଧ୍ୟ କୁହାଯାଇଥାଏ। ଏଥିରେ କମ୍‌…

ଥଣ୍ଡା ଦିନେ କାହିଁକି ଅଧିକ ଖାଇଥାନ୍ତି ବାଦାମ, ଜାଣନ୍ତୁ କ’ଣ ରହିଛି ଏହା ପଛରେ ଲାଭ

ବାଦାମକୁ ଫାଇବର ଏବଂ ପ୍ରୋଟିନର ଗନ୍ତାଘର ବା ପାଓ୍ଵାରହାଉସ୍‌ କୁହାଯାଇଥାଏ। ଆଜ୍ଞା ହଁ ବାଦାମ ତ ପ୍ରତ୍ୟେକ ସିଜନ୍‌ ରେ ମିଳିଥାଏ । କିନ୍ତୁ ଆପଣ କେବେ ଲକ୍ଷ୍ୟ କରିଛନ୍ତି କି ଏହାକୁ ଥଣ୍ଡା ଦିନେ କାହିଁକି ଅଧିକ ସେବନ କରାଯାଇଥାଏ। ଜାଣି ନାହାଁନ୍ତି ନା ! ତେବେ ଆସନ୍ତୁ ଜାଣିବା ବାଦାମରେ କି…