Below header
Browsing Tag

ECONOMIC CRISIS IN PAKISTAN

ପାକିସ୍ତାନକୁ ମିଳିବନି ପାଣି, ଭାରତ ବନ୍ଦ କରିବ ସିନ୍ଧୁ ନଦୀ ଜଳ ଚୁକ୍ତି

ଖାଦ୍ୟ ପାଇଁ ସଂଘର୍ଷ କରୁଥିବା ପାକିସ୍ତାନକୁ ଆଉ ମିଳିବନି ପାଣି । ଦୀର୍ଘ ଦିନ ହେବ ଆର୍ଥିକ ସମସ୍ୟା ଦେଇ ଗତି କରୁଛି ପାକିସ୍ତାନ । ଦିନକୁ ଦୁଇ ଓଳି ଖାଇବାକୁ ପାଉନାହାନ୍ତି ଏଠାକାର ଲୋକେ । ଖାଦ୍ୟ ପେଟ୍ରୋଲର ଅଭାବ ତ ଲାଗି ରହିଛି କିନ୍ତୁ ଏବେ ପାଣି ପାଇଁ ବି ସଂଘର୍ଷ କରିବ ପାକିସ୍ତାନ ।…

ପାକିସ୍ତାନ ଜନତାଙ୍କୁ ମହଙ୍ଗା ଛାଟ, ପେଟ୍ରୋଲ ଓ ଡିଜେଲ ପରେ ବଢିଲା ଗ୍ୟାସ ଦର

ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲ ପରେ ପୁଣି ମହଙ୍ଗା ମାଡ । ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହୋଇଥିବା ବେଳେ ପୁଣି ବଢିଛି ଗ୍ୟାସ୍‌ ଦର । ପେଟ୍ରୋଲ ଓ ଡିଜେଲ ଦାମ୍‌ ବଢିବାର ଗୋଟେ ଦିନ ପରେ ବଢିଛି ଗ୍ୟାସ ଦାମ୍‌ । ଏଲପିଜି ସିଲିଣ୍ଡର ଦାମ ୪୫୯ ଟଙ୍କା ବଢିଛି । ପାକିସ୍ତାନରେ ଗରିବ…

ଭୁଶୁଡୁଛି ପାକିସ୍ତାନ ଅର୍ଥନୀତି, ପେଟ୍ରୋଲ ହେଲା ୧୦୦ ଟଙ୍କା

ଘୋର ସଂକଟ ଭିତରେ ପାକିସ୍ତାନ ଅର୍ଥନୀତି । ସବୁ ଜିନିଷର ଦରଦାମ୍‌ ଆକାଶ ଛୁଆଁ । ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରେ ପହଞ୍ଚିଛି । ଏବେ ପାକିସ୍ତାନରେ ଗୋଟିଏ ଆମେରିକୀୟ ଡଲାରର ମୂଲ୍ୟ ୧୪୧ ଟଙ୍କା ହୋଇଛି । ଏଭଳି ସ୍ଥିତିରେ ଅନେକ କମ୍ପାନୀ ସେମାନଙ୍କ ବ୍ୟବସାୟ ବନ୍ଦ କରି ପାକିସ୍ତାନ ଛାଡ଼ି…