Below header
Browsing Tag

Electoral bond case

ଧୋନିଙ୍କ ଟିମ୍‌ ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ଇଲେକ୍ଟୋରାଲ ବଣ୍ଡରେ ଦେଇଛି ଚାନ୍ଦା, ଜାଣନ୍ତୁ କେଉଁ ପାର୍ଟିକୁ ମିଳିଛି…

ଇଲେକ୍ଟୋରାଲ ବଣ୍ଡ ବିବରଣୀ ସାର୍ବଜନୀନ ହେବା ପରେ ପ୍ରତିଦିନ ଏହାକୁ ନେଇ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି । କୌଣସି କମ୍ପାନୀ କିମ୍ବା ବ୍ୟକ୍ତି କେବେ ବି ରାଜନୈତିକ ଦଳକୁ ନିର୍ବାଚନ ଲଢିବାକୁ ଚାନ୍ଦା ଦେଇଛି । ଆଉ ଏହାରି ମଧ୍ୟରେ ଚେନ୍ନାଇ ସୁପରକିଙ୍ଗସ ନାମ ଇଲେକ୍ଟୋରାଲ ବଣ୍ଡ…

ଇଲେକ୍ଟୋରାଲ ବଣ୍ଡ ମାମଲା : ଏସବିଆଇକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ, ସାର୍ବଜନୀନ କର ସମସ୍ତ ତଥ୍ୟ

ଇଲେକ୍ଟୋରାଲ ବଣ୍ଡ ମାମଲାରେ ଏସବିଆଇକୁ ପୁଣି କଡା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ଗୁରୁବାର ସୁଦ୍ଧା ନିର୍ବାଚନୀ ବଣ୍ଡ ସଂପର୍କିତ ସମସ୍ତ ତଥ୍ୟ ଦେବାକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ କହିଛନ୍ତି ସୁପ୍ରିମକୋର୍ଟ । ଗୁରୁବାର ସଂଧ୍ୟା ୫ଟା ସୁଦ୍ଧା ତଥ୍ୟ ଦେବାକୁ ଏସବିଆଇ…

ନିର୍ବାଚନୀ ବଣ୍ଡ ପ୍ରସଙ୍ଗରେ ସଂପୂର୍ଣ୍ଣ ତଥ୍ୟ ଦେଇନି ଏସବିଆଇ, ଆସନ୍ତା ୧୮ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ : ନିର୍ବାଚନୀ ବଣ୍ଡ ଉପରେ ପୂରା ତଥ୍ୟ ଦେଇନି ଏସବିଆଇ । ଇସିଆଇଙ୍କୁ ଏସବିଆଇ ଦେଇଥିବା ତଥ୍ୟ ଅସମ୍ପୂର୍ଣ୍ଣ । ୫ ବର୍ଷର ପୂରା ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଇସିଆଇଙ୍କୁ ଷ୍ଟେଟ୍ ବ୍ୟାଙ୍କ ଦେଇଥିବା ତଥ୍ୟରେ ବଣ୍ଡ କ୍ରେତା ଓ ଗ୍ରହୀତାଙ୍କ ଉପରେ ସଂପୂର୍ଣ୍ଣ…

ନିର୍ବାଚନୀ ବଣ୍ଡ ସମ୍ପର୍କିତ ତଥ୍ୟ ୱେବସାଇଟରେ ଅପଲୋଡ କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ : ନିର୍ବାଚନୀ ବଣ୍ଡ ସମ୍ପର୍କିତ ତଥ୍ୟ ୱେବସାଇଟରେ ଅପଲୋଡ କଲେ ନିର୍ବାଚନ କମିଶନ। ବୁଧବାର ଭାରତୀୟ ଷ୍ଟେଟ ବ୍ୟାଙ୍କ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବା ସହ ନିର୍ବାଚନୀ ବଣ୍ଡ ସମ୍ପର୍କିତ ତଥ୍ୟ ପ୍ରଦାନ କରିଥିଲା। ଏହି ତଥ୍ୟ ମଧ୍ୟରେ ନିର୍ବାଚନୀ ବଣ୍ଡ କିଣା ତାରିଖ, ଏହାର…

ନିର୍ବାଚନୀ ବଣ୍ଡ ମାମଲା: SBI ର ଆବେଦନ ଖାରଜ, ଆସନ୍ତାକାଲି ସୁଦ୍ଧା ତଥ୍ୟ ଦେବାକୁ ନିର୍ଦ୍ଦେଶ

ଏସବିଆଇର ଇଲେକ୍ଟୋରାଲ ବଣ୍ଡ ମାମଲାରେ ସୁପ୍ରିମକୋର୍ଟ ନିଜ ରାୟ ଶୁଣାଇଛନ୍ତି । ଆସନ୍ତାକାଲି ସୁଦ୍ଧା ଏସବିଆଇକୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ନିର୍ବାଚନୀ ବଣ୍ଡ ସଂପର୍କିତ ସମସ୍ତ ତଥ୍ୟ ଆସନ୍ତାକାଲି ସୁଦ୍ଧା ଦେବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟଙ୍କ ୫ ଜଣିଆ…

ନିର୍ବାଚନୀ ବଣ୍ଡ ମାମଲା: ମାର୍ଚ୍ଚ ୧୧ରେ ଏସବିଆଇ ଆବେଦନର ଶୁଣାଣି

ନୂଆଦିଲ୍ଲୀ : ନିର୍ବାଚନୀ ବଣ୍ଡ ମାମଲାରେ ଭାରତୀୟ ଷ୍ଟେଟବ୍ୟାଙ୍କର ଆବେଦନ ଉପରେ ମାର୍ଚ୍ଚ ୧୧ରେ ସୁପ୍ରିମକୋର୍ଟ ଶୁଣାଣି । ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଏଡିଆର ଓ କମନକଜ୍ ପକ୍ଷରୁ ଦାଖଲ ହୋଇଥିବା ଅଦାଲତ ଅବମାନନା ପିଟିସନର ମଧ୍ୟ ଶୁଣାଣି କରିବେ…

ନିର୍ବାଚନୀ ବଣ୍ଡ୍ ଉପରେ ରୋକ, Electoral Bond ସ୍କିମକୁ ଅସାମ୍ବିଧାନିକ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ନିର୍ବାଚନୀ ବଣ୍ଡ୍ ର ଆଇନଗତ ବୈଧତା ନେଇ ସୁପ୍ରିମକୋର୍ଟଙ୍କ ରାୟ । ନିର୍ବାଚନୀ ବଣ୍ଡ୍ ଆକାରରେ ଗ୍ରହଣ କରିହେବନି ପାଣ୍ଠି। ଇଲେକ୍ଟୋରାଲ ବଣ୍ଡ ସ୍କିମକୁ ଅସାମ୍ବିଧାନିକ କହିଲେ ସୁପ୍ରିମକୋର୍ଟ । ନିର୍ବାଚନୀ ବଣ୍ଡ୍ କୁ ବନ୍ଦ କରିବାକୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ।…

ନିର୍ବାଚନୀ ବଣ୍ଡ ମାମଲା: ଆଇନଗତ ବୈଧତା ନେଇ ଆଜି ଆସିବ ସୁପ୍ରିମକୋର୍ଟଙ୍କ ରାୟ

କଟକ (କେନ୍ୟୁଜ): ନିର୍ବାଚନୀ ବଣ୍ଡର ଆଇନଗତ ବୈଧତା ନେଇ ଆଜି ଆସିବ ସୁପ୍ରମକୋର୍ଟଙ୍କ ରାୟ। ବିଭିନ୍ନ ରାଜନୈତିକ ଦଳକୁ ମିଳୁଥିବା ଇଲେକ୍ଟୋରାଲ ବଣ୍ଡ ଯୋଜନାର ଆଇନଗତ ବୈଧତା ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ହୋଇଥିଲା। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ…