Browsing Tag

electric current death

ମୋବାଇଲ୍ ଚାର୍ଜର ପିନକୁ ପାଟିରେ ପୁରାଇଦେଲା କଅଁଳା ଶିଶୁ, କରେଣ୍ଟ ଲାଗି ଚାଲିଗଲା ୮ ମାସ ଶିଶୁର ଜୀବନ

ମୋବାଇଲ ଚାର୍ଜର ନେଇଗଲା ଶିଶୁର ଜୀବନ । ଚାର୍ଜର ପିନକୁ ପାଟିରେ ପୁରାଇ ଦେବାରୁ ୬ ମାସର ଜଣେ ଶିଶୁର ମୃତ୍ୟୁ ହୋଇଛି । ଏ ଖବର ଏବେ ଚାରିଆଡେ ଚହଳ ସୃଷ୍ଟି କରାଇଛି । କେମିତି ଭାବେ ଛୋଟ ପିଲାଟି ଚାର୍ଜର ପିନକୁ ପାଟିରେ ପୂରାଇଦେଲା ଏବଂ ମୃତ୍ୟୁ ହେଲା । ଏଭଳି ଏକ ଦୁଃଖଦ ଏବଂ ଅଭାବନୀୟ ଘଟଣା…

ବିଦ୍ୟୁତ ସଂସ୍ପର୍ଶରେ ଆସିଲା ଯାତ୍ରୀବାହୀ ବସ୍‌, ଜଳିଗଲେ ୮ ଶ୍ରଦ୍ଧାଳୁ

ଜୈସଲମେର : ଭାରତ ପାକିସ୍ତାନ ବର୍ଡର ସ୍ଥିତ ଜୈସଲମେର ଜିଲ୍ଲାରେ ସକାଳେ ଏକ ବଡ ସଡ଼କ ଦୁର୍ଘଟଣା ହୋଇଛି। ଏଠାରେ ଏକ ବସ୍‌ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା। ଏହି ବସ୍‌ରେ ୮ ଜଣ ଯାତ୍ରୀ ଦଗ୍ଧ ହୋଇଯାଇଥିବା ବେଳେ ୩ ଜଣ ମୃତ୍ୟୁବରଣ କରିଛନ୍ତି। ଆଉ ବାକି ୫ ଜଣଙ୍କର ଅବସ୍ଥାର ସଙ୍କଟାପନ୍ନ…

ଢେଙ୍କାନାଳ : ବିଦ୍ୟୁତ୍‌ ତାର ସମ୍ପର୍କରେ ଆସି ଯୁବକ ମୃତ

ଢେଙ୍କାନାଳ : ବିଦ୍ୟୁତ୍‌ ତାର ସମ୍ପର୍କରେ ଆସି ଯୁବକ ମୃତ । ମୃତକ ହେଲେ ଢେଙ୍କାନାଳ ଜିଳ୍ଲା ସଦର ଥାନା ଅର୍ନ୍ତଗତ ବଳରାମପୁର ଗ୍ରାମର ଲକ୍ଷ୍ମଣ ଦେହୁରୀ । ବିଦ୍ୟୁତ୍‌ ଦେୟ ବାକି ଥିବାରୁ ଲକ୍ଷ୍ମଣଙ୍କୁ ବିଦ୍ୟୁତ୍‌ ସଂଯୋଗ ବିଛିନ୍ନ କରାଯାଇଥିଲା । ବିଦ୍ୟୁତ୍‌ ସଂଯୋଗ ବିଛିନ୍ନ କରିବା ସମୟରେ…