Browsing Tag

elephant deadbody found

ଜଙ୍ଗଲରେ ପଡିଛି ହାତୀର ମୃତଦେହ, ବ୍ୟବଛେଦ ପରେ ସ୍ପଷ୍ଟ ହେବ କାରଣ

କୁଚିଣ୍ଡା (କେନ୍ୟୁଜ୍):  ଜଙ୍ଗଲରେ ହାତୀର ମୃତଦେହ ଠାବ ହୋଇଛି। ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ କୁଚିଣ୍ଡା ରେଞ୍ଜ ଅନ୍ତର୍ଗତ ବିଞ୍ଜିଖୋଲ ଗାଁ ନିକଟସ୍ଥ ଜଙ୍ଗଲରେ ଏକ ହାତୀର ମୃତଦେହ ଠାବ ହୋଇଛି । ହାତୀର ମୃତଦେହଟି ଯେଉଁଠାରେ ପଡିଛି ସେହି ସ୍ଥାନଟି ସୁନ୍ଦରଗଡ ଓ ସମ୍ବଲପୁର ସୀମାରେ…

ଅସୁରକ୍ଷିତ ଗଜରାଜ : ଆଠଗଡ଼ରେ ପୁଣି ହାତୀ ମୃତ୍ୟୁ , ସମ୍ବଲପୁର ଭୀମଖୋଜ ସେକ୍ସନ ଅଞ୍ଚଳରେ ୫ ଦିନ ହେଲା ଘୂରି ବୁଲୁଛି…

ଆଠଗଡ଼(କେନ୍ୟୁଜ୍) : ଅସୁରକ୍ଷିତ ଗଜରାଜ। ଆଠଗଡ଼ରେ ପୁଣି ହାତୀ ମୃତ୍ୟୁ। କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ସୁକାସନ ରିଜର୍ଭ ଜଙ୍ଗଲ ଅନ୍ତର୍ଗତ ରାଜନଗର ନିକଟରେ ଏକ ମାଇ ହାତୀର ମୃତ ଦେହ ଠାବ କରାଯାଇଛି । ହାତୀଟିର ବୟସ ୭ ବର୍ଷ ହେବ। ତା ମୁହଁରୁ ପ୍ରବଳ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଛି।…

ପୁଣି ସଙ୍କଟରେ ଗଜରାଜ, ସାତକୋଶିଆ ଅଭୟାରଣ୍ୟ ଜିଲିଣ୍ଡ ବନାଞ୍ଚଳରୁ ଦନ୍ତା ହାତୀର ମୃତଦେହ ଠାବ

ଅନୁଗୁଳ(କେନ୍ୟୁଜ୍) : ପୁଣି ସଙ୍କଟରେ ଗଜରାଜ। ଠାବ ହେଲା ଦନ୍ତା ହାତୀର ମୃତଦେହ। ଅନୁଗୁଳ ସାତକୋଶିଆ ଅଭୟାରଣ୍ୟ ଜିଲିଣ୍ଡ ବନାଞ୍ଚଳରୁ ମୃତଦେହ ମିଳିଛି। ଆଜି ଗାଁ ଲୋକେ ଜଙ୍ଗଲକୁ ଯାଇଥିବାବେଳେ ହାତୀର ମୃତଦେହ ଦେଖି ବନବିଭାଗକୁ ଖବର ଦେଇଥିଲେ। ହାତୀଟିର ବୟସ ୩ରୁ ୪ ବର୍ଷ ମଧ୍ୟରେ ହେବ। ତେବେ…