Below header

ପୁଣି ସଙ୍କଟରେ ଗଜରାଜ, ସାତକୋଶିଆ ଅଭୟାରଣ୍ୟ ଜିଲିଣ୍ଡ ବନାଞ୍ଚଳରୁ ଦନ୍ତା ହାତୀର ମୃତଦେହ ଠାବ

ଅନୁଗୁଳ(କେନ୍ୟୁଜ୍) : ପୁଣି ସଙ୍କଟରେ ଗଜରାଜ। ଠାବ ହେଲା ଦନ୍ତା ହାତୀର ମୃତଦେହ। ଅନୁଗୁଳ ସାତକୋଶିଆ ଅଭୟାରଣ୍ୟ ଜିଲିଣ୍ଡ ବନାଞ୍ଚଳରୁ ମୃତଦେହ ମିଳିଛି। ଆଜି ଗାଁ ଲୋକେ ଜଙ୍ଗଲକୁ ଯାଇଥିବାବେଳେ ହାତୀର ମୃତଦେହ ଦେଖି ବନବିଭାଗକୁ ଖବର ଦେଇଥିଲେ। ହାତୀଟିର ବୟସ ୩ରୁ ୪ ବର୍ଷ ମଧ୍ୟରେ ହେବ। ତେବେ କିପରି ମୃତ୍ୟୁ ହେଲା ସେନେଇ କାରଣ ଜଣାପଡିନାହିଁ। ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.