Below header

ଢେଙ୍କାନାଳ ଗଡ଼ପଳାଶୁଣି ଗାଁରେ ଅଗ୍ନିକାଣ୍ଡ, ଜଳିଗଲା ୪ ବଖରା ଘର

ଢେଙ୍କାନାଳ(କେନ୍ୟୁଜ୍) : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗଡ଼ପଳାଶୁଣି ଗାଁରେ ଅଗ୍ନିକାଣ୍ଡ । ଜଳିଗଲା ୪ ବଖରା ଘର । ଗତକାଲି ରାତିରେ ଗାଁର ପ୍ରେମାନନ୍ଦ ସାମଲଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା । ପରେ ନିଆଁ ଅନ୍ୟ ଘରକୁ ବ୍ୟାପିଥିଲା । ନିଆଁ ଲାଗି ସବୁ କାଗଜପତ୍ର ପୋଡ଼ି ଯାଇଛି । ଏକ ସାଇକେଲ ଦୋକାନ ମଧ୍ୟ ଜଳି ଯାଇଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.