Below header
Browsing Tag

elephant in tangi

ଗାଁ ମଝିରେ ଜଙ୍ଗଲୀ ଦନ୍ତା ହାତୀ, ଲୋକ ଆତଙ୍କିତ

ଟାଙ୍ଗୀ(କେନ୍ଯୁଜ୍): ଗତକାଲି ବିଳମ୍ବିତ ରାତିରେ ଟାଙ୍ଗୀ ବନାଞ୍ଚଳ ଅଧିନ କାଳୁପଡାଘାଟ ରେଳ ଷ୍ଟେସନ ପାର୍ଶ୍ବ ରାଜେନ୍ଦ୍ରପୁର ଗାଁ ଓ ରେଳବାଇ କଲୋନୀ ଅଞ୍ଚଳରେରେ ଗୋଟିଏ ଦନ୍ତା ହାତୀ ବୁଲୁଥିବାର ଦେଖିବାକୁ ମିଳିଛି । ଏନେଇ ଜାଣିବାପରେ ଗ୍ରାମବାସୀ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ । ଖବର…

ହାତୀ ଖାଇଗଲେ ଶହ ଶହ ଧାନ କଳେଇ, ଚାଷୀ ହତାଶ

ଟାଙ୍ଗୀ: ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜରେ ଦୀର୍ଘ ଦୁଇମାସରୁ ଊର୍ଦ୍ଧ୍ବ ଦିନ ଧରି ଜଙ୍ଗଲୀ ହାତୀ ଉପଦ୍ରବ କରି ଚାଲିଛନ୍ତି। ଦିନରେ ହାତୀପଲ ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହେଉଛନ୍ତି। ରାତିରେ ହାତୀପଲ ଲୋକଙ୍କ ଧାନ ଫସଲ ନଷ୍ଟ କରୁଛନ୍ତି।…