ଗାଁ ମଝିରେ ଜଙ୍ଗଲୀ ଦନ୍ତା ହାତୀ, ଲୋକ ଆତଙ୍କିତ

ଟାଙ୍ଗୀ(କେନ୍ଯୁଜ୍): ଗତକାଲି ବିଳମ୍ବିତ ରାତିରେ ଟାଙ୍ଗୀ ବନାଞ୍ଚଳ ଅଧିନ କାଳୁପଡାଘାଟ ରେଳ ଷ୍ଟେସନ ପାର୍ଶ୍ବ ରାଜେନ୍ଦ୍ରପୁର ଗାଁ ଓ ରେଳବାଇ କଲୋନୀ ଅଞ୍ଚଳରେରେ ଗୋଟିଏ ଦନ୍ତା ହାତୀ ବୁଲୁଥିବାର ଦେଖିବାକୁ ମିଳିଛି ।

ଏନେଇ ଜାଣିବାପରେ ଗ୍ରାମବାସୀ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ଟାଙ୍ଗୀ ଫରେଷ୍ଟର ଆସି ଗାଁରେ ପହଁଚି ହାତୀର ଗତିବିଧି ଲକ୍ଷ କରି ହାତୀକୁ ସୁରକ୍ଷିତ ଭାବେ ଗାଁ ରୁ ଜଙ୍ଗଲ ମୁହାଁ କରିବାରେ ସକ୍ଷମ ହୋଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.