ପାଇଖାନା ପାଇପ୍ ଭିତରୁ ଜବତ ହେଲା ହାତୀଦାନ୍ତ, ଲୁଚାଇ ରଖିଥିଲେ ଦୁର୍ବୃତ୍ତ
ଭଂଜନଗର(କେନ୍ୟୁଜ୍): ପାଇଖାନା ପାଇପ୍ ଭିତରେ ଲୁଚାଇ ରଖିଥିଲେ ହାତୀଦାନ୍ତ । ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ସହାୟତାରେ ଚଢ଼ାଉ କରିଥିଲା ବନବିଭାଗ । ଗଂଜାମ ଜିଲ୍ଲା ଭଂଜନଗର ଜଗନ୍ନାଥପ୍ରସାଦ ବନାଞ୍ଚଳ ଅନ୍ତର୍ଗତ କନ୍ଧନୂଆଁପଲ୍ଲୀ ଗାଁ ନିକଟ କାଜୁ ବଗିଚାରୁ ଗତ ୨୦ ତାରିଖରେ ଦନ୍ତାହାତୀର…