Below header
Browsing Tag

elephants died

ଝାଡ଼ଖଣ୍ଡ: ବିଦ୍ୟୁତ୍ ତାର ନେଲା ୫ ହାତୀଙ୍କ ଜୀବନ

ଝାଡ଼ଖଣ୍ଡ (କେନ୍ୟୁଜ): ବିଦ୍ୟୁତ ଆଘାତରେ ଚାଲିଗଲା ୫ଟି ହାତୀଙ୍କ ଜୀବନ। ଝାଡ଼ଖଣ୍ଡ ପୁର୍ବୀ ସିଂଭୂମ ଜିଲ୍ଲା ମୁସାବଣି ବନାଞ୍ଚଳ ଉପରବଡ଼ ପଟାସ ଜଙ୍ଗଲ ଭିତରୁ ହାତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁୟାୟୀ ଜଙ୍ଗଲ ଭିତରେ ୯ ଟିକିଆ ହାତୀପଲ ଜଙ୍ଗଲ ଭିତରେ ବୁଲୁଥିବାବେଳେ ୩୩ କେଭି…

ମାଲବାହୀ ଟ୍ରେନ ଧକ୍କାରେ ୨ ମାଈହାତୀ ମୃତ, ୧ ଗୁରୁତର

ଘଟଗାଁ (କେନ୍ୟୁଜ): ରେଳ ଲାଇନ୍‌ ପାର ହେବା ବେଳେ ହାତୀ ପଲଙ୍କୁ ଧକ୍କା ଦେଲା ଟ୍ରେନ୍‌ । ମାଲବାହୀ ଟ୍ରେନ୍‌ ଧକ୍କାରେ ଯାଇଛି ୨ ମାଈ ହାତୀଙ୍କ ଜୀବନ । ଗୋଟିଏ ହାତୀ ଗୁରୁତର ହୋଇଛି । କେନ୍ଦୁଝର ଜିଲ୍ଲା ଦୈତାରି ରେଞ୍ଜ ଅନ୍ତର୍ଗତ ଟାଙ୍ଗରିଆପାଳ ଷ୍ଟେସନ ନିକଟରେ ଗତକାଲି ବିଳମ୍ବିତ ରାତିରେ…

ସଙ୍କଟରେ ଗଜରାଜ: ବିଦ୍ୟୁତ୍‌ ଆଘାତରେ ୪ ହାତୀଙ୍କ ମୃତ୍ୟୁ, ଟ୍ରାନ୍ସଫର୍ମର ନିକଟରେ ପଡିଛି ମୃତଦେହ

ଗଜପତି (କେନ୍ୟୁଜ): ବିପତ୍ତି ହଟୁ ନାହିଁ ଗଜରାଜଙ୍କ ଉପରୁ । ବିଦ୍ୟୁତ୍‌ ଆଘାତରେ ୪ ହାତୀଙ୍କ ମୃତ୍ୟୁ ଅନୁମାନ। ସୀମାନ୍ତ ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲା ବାମିନି ମଣ୍ଡଳମ କାଟ୍ରାଗଡ଼ ଗାଁ ନିକଟରେ ଏହି ଅଘଟଣ ଘଟିଛି। ଟ୍ରାନ୍ସଫର୍ମର ନିକଟରେ ପଡିଛି ହାତୀଙ୍କ ମୃତଦେହ। ଆଉ ୨ଟି ହାତୀ ଆହତ…