Below header
Browsing Tag

elephants in karanjia

କରଞ୍ଜିଆ ବନଖଣ୍ଡକୁ ବାହୁଡ଼ିଲେ ୨୦ ଟିକିଆ ହାତୀପଲ, ଆତଙ୍କରେ ନିଆଁ ହୁଳା ଧରି ଜଗିଲେ ଲୋକେ

କରଞ୍ଜିଆ(କେନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡକୁ ଦୀର୍ଘଦିନ ପରେ ଝାଡ଼ଖଣ୍ଡ ରାଜ୍ୟରୁ ଫେରିଲେ ହାତୀପଲ । ଏହି ହାତୀପଲରେ ୨୦ ଟି ହାତୀ ଥିବାର ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗତକାଲି ରାତିରେ ରରୁଆ ବ୍ଲକ ଅନ୍ତର୍ଗତ ଜାମୁତି ଦେଇ ଝାଡ଼ଖଣ୍ଡ ରାଜ୍ୟରୁ ପ୍ରବେଶ କରିଥିଲେ ହାତୀ…

କରଞ୍ଜିଆକୁ ପୁଣି ଫେରିଲେ ୬ ଟିକିଆ ହାତୀପଲ, ଘର ଭାଙ୍ଗିବା ସହ ଖେଳାଇଛନ୍ତି ଆତଙ୍କ

କରଞ୍ଜିଆ(କେନ୍ଯୁଜ୍): କରଞ୍ଜିଆକୁ ପୁଣି ଫେରିଲେ ୬ ଟିକିଆ ହାତୀପଲ । ଗତକାଲି ବିଳମ୍ବିତ ରାତିରେ ରରୁଆ ବ୍ଲକ ତାଳବେରିଆ ଗାଁର ଶ୍ରୀକାନ୍ତ ମାହାନ୍ତଙ୍କ ଘର ଭାଙ୍ଗି ଦେଇଛନ୍ତି । ୩ ଦିନ ତଳେ ହାତୀପଲ ଏହି ଘରକୁ ଭାଙ୍ଗିଥିଲେ । ଶ୍ରୀକାନ୍ତଙ୍କ ଘର ୩ ଦିନରେ ଦୁଇଥର ଭାଙ୍ଗିଥିବାରୁ ସେ ବହୁ…