Below header
Browsing Tag

elephants terror in bonai

ବଣାଇ ରେଞ୍ଜ ତଳିତା ଗ୍ରାମରେ ହାତୀ ଆତଙ୍କ, ଘର ଭାଙ୍ଗିବା ସହ ଖାଇ ଦେଉଛନ୍ତି ଖାଦ୍ଯ ଶସ୍ଯ

ବଣାଇ (କେନ୍ଯୁଜ୍): ବଣାଇ ରେଞ୍ଜ ତଳିତା ଗ୍ରାମରେ ହାତୀ ଆତଙ୍କ । ପୁଣି ଫେରିଛି ଦନ୍ତା ହାତୀ। ପାଞ୍ଚ ଦିନ ପୂର୍ବରୁ ବଣାଇ ରେଞ୍ଜର ଜାଙ୍ଗଳା, ବଡପୋଷ, ଜକେଇକେଳା, ତଳିତା ଗ୍ରାମରେ ଆତଙ୍କ ଖେଳାଇଥିଲା ଦନ୍ତା । ତାପରେ ଗ୍ରାମବାସୀ ଓ ବନବିଭାଗ ମିଳିତ ହାତୀକୁ ନଦୀ ଆରପଟକୁ ଭଗାଇଥିଲେ।…