Below header
Browsing Tag

emotional story in niali

ପୁଅ ଥିଲା ଜେଲ୍ ରେ, ଦୁଇ ଦିନ ଧରି ମୁଖାଗ୍ନି ପାଇଁ ଅପେକ୍ଷା କଲା ମା’ର ଶବ

କଟକ(କେନ୍ୟୁଜ୍) : ବାପା ମା ଚାହିଥାନ୍ତି ପୁଅଟିଏ ହେଉ ଯେମିତି ଶେଷ ସମୟରେ ମୁହଁରେ ମୁଖାଗ୍ନି ଦେବ । ବାପା ଯିବା ପରେ ମାର ସାହା ହୋଇଥାନ୍ତି ପୁଅ ଝିଅ । ହେଲେ ପୁଅ ପାଇଁ ମା ମନ ସବୁଦିନ ଡହଳ ବିକଳ କେବଳ ସେହି ଶେଷ ନିଆଁ ପାଇଁ । ଏମିତି ଏକ ମା ଯିଏ ମୃତ୍ୟୁର ଶେଯରେ ଶୋଇ ମଧ୍ଯ ୨ ଦିନଧରି…