Below header
Browsing Tag

engineering student

ଭୁବନେଶ୍ୱରରୁ ୪ ଇଞ୍ଜିନିୟରିଂ ଛାତ୍ର ନିଖୋଜ ଘଟଣା; ଜମତରା ଗ୍ୟାଙ୍ଗ ସହ ଛାତ୍ରଙ୍କ ଲିଙ୍କ୍‌ ଥିବା ସୂଚନା

ଭୁବନେଶ୍ବର(କେନ୍ଯୁଜ୍): ନିଖୋଜ ଇଞ୍ଜିନିୟରିଂ ଛାତ୍ରଙ୍କୁ ନେଇ ମିଳିଲା ସାଂଘାତିକ ତଥ୍ୟ। ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳରୁ ନିଖୋଜ ୪ ଇଞ୍ଜିନିୟରିଂ ଛାତ୍ରଙ୍କ କୁଖ୍ୟାତ ଜମତରା ଗ୍ୟାଙ୍ଗ ଲିଙ୍କ ଥିବା ଜଣାପଡିଛି। ସେମାନଙ୍କୁ ସମ୍ବଲପୁର ଅଇଁଠାପାଲି ଠାରେ ଠାବ କରିବା ପରେ ଗିରଫ କରିଛି ପୋଲିସ।…

ସମ୍ବଲପୁର: ଦେବଝରଣ ଓ୍ଵାଟରଫଲ୍‌ରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ଇଞ୍ଜିନିୟରିଂ ଛାତ୍ର, ଉଭୟ ମୃତ

କେନ୍ୟୁଜ୍(ବ୍ୟୁରୋ):ସମ୍ବଲପୁରରେ ପାଣିରେ ବୁଡ଼ି ୨ ଇଞ୍ଜିନିୟରିଂ ଛାତ୍ର ମୃତ । ଦେବଝରଣ ଓ୍ଵାଟରଫଲରେ ପିକ୍‌ନିକ୍‌ ପାଇଁ ଯାଇ ଜଳପ୍ରପାତରେ ଗାଧୋଇବାବେଳେ ଏହି ଅଘଟଣ ଘଟିଛି। ମୃତ ଦୁଇ ଛାତ୍ର ହେଲେ ସୌମ୍ୟରଞ୍ଜନ ବେଉରିଆ ଓ ଅଭିଜିତ ସାମଲ । ଏମାନେ ବୁର୍ଲା ଭିସୁଟ୍‌ର ଇଞ୍ଜିନିୟରିଂ ଛାତ୍ର ।…