ଅନୁଗୁଳ: ହସ୍ପିଟାଲ ଭିତରେ ପଶିଲା ଡ୍ରେନ୍ ପାଣି, ହନ୍ତସନ୍ତ ରୋଗୀ ଓ ସମ୍ପର୍କୀୟ
ପ୍ରବଳ ବର୍ଷା ଉବୁଟୁବୁ ଅନୁଗୁଳ ଜିଲ୍ଲା ପାଲଲହଡା। ବର୍ଷା ଓ ଡ୍ରେନ୍ ପାଣି ରାସ୍ତାରୁ ଉଛୁଳି ହସ୍ପିଟାଲ ଭିତରେ ପଶିଲା। ଫଳରେ ପାଲଲହଡା ଡାକ୍ତରଖାନାର ଆଉଟଡୋର, ୱାର୍ଡ ଓ ଡ୍ୟୁଟି ରୁମ୍ରେ ଲହଡି ମାରୁଛି ପାଣି। ଆଣ୍ଠୁଏ ଆଣ୍ଠୁଏ ପାଣି ଭିତରେ ପଶି ଯିବା ଆସିବା କରୁଛନ୍ତି ସେମାନେ। ଫଳରେ…