Below header
Browsing Tag

epf

EPF ମାମଲାରେ ଇ-କୋର୍ଟ ଜରିଆରେ ହେବ ଅନଲାଇନ ଶୁଣାଣି, ଏବେ ଅଫିସ ଚକ୍କର କାଟିବାରୁ ମିଳିବ ମୁକ୍ତି

EPFO ଅଫିସରେ ଆଉ ଲଗାଇବାକୁ ପଡିବନି ଚକ୍କର । ଖୁବ ଶୀଘ୍ର ଇ-କୋର୍ଟ ମାଧ୍ୟମରେ ଅନଲାଇନ୍ ଶୁଣାଣି କରିବାକୁ ​​ପ୍ରସ୍ତୁତ ହେଉଛି EPFO । ଏହାର ସଫ୍ଟୱେର୍ ମଧ୍ୟ ପ୍ରସ୍ତୁତ କରାଯାଇଛି । କରୋନା ସମୟରେ କୌଣସି କମ୍ପାନୀ କିମ୍ବା ଅଂଶୀଦାରମାନଙ୍କୁ EPFO ​​କାର୍ଯ୍ୟାଳୟ ପରିଦର୍ଶନ କରିବାର…

କମିଲା କର୍ମଚାରୀ ଭବିଷ୍ୟନିଧି-EPF ସୁଧ ହାର, ୨୦୧୯-୨୦ ବର୍ଷ ପାଇଁ ୮.୫୦ ପ୍ରତିଶତକୁ ଖସିିଲା

ନୂଆଦିଲ୍ଲୀ: କମିଲା କର୍ମଚାରୀ ଭବିଷ୍ୟନିଧି- EPF ସୁଧ ହାର। ୨୦୧୯-୨୦ ବର୍ଷ ପାଇଁ EPF ସୁଧ ହାର ୮.୫୦ ପ୍ରତିଶତକୁ ଖସିିଲା । ୨୦୧୮-୧୯ରେ ଇପିଏଫ ସୁଧହାର ଥିଲା ୮.୬୫%। ଇପିଏଫଓ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର…

ପ୍ରୋଭିଡେଣ୍ଟ ଫଣ୍ଡରୁ ରିଟାୟାରମେଣ୍ଟ ଫଣ୍ଡ ଯାଏ ସବୁ ଉପରେ ଲାଗି ପାରେ ଟିକସ

ନୂଆଦିଲ୍ଲୀ : କରରୁ ଆଉ ଯେମିତି ତ୍ରାହି ମିଳିବ ନାହିଁ । ଗତ ଫେବ୍ରୁଆରୀ ୧ ତାରିଖ ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତରାରମଣ ଯେଉଁ ବଜେଟ୍‌ ଉପସ୍ଥାପନ କରିଛନ୍ତି ସେଥିରେ ପ୍ରୋଭିଡେଣ୍ଟ ଫଣ୍ଡ ଉପରେ ବି କର ଲାଗୁ ହେବ । ଇପିଏଫ୍‌, ନେସନାଲ ପେସନ୍‌ ସ୍କିମ୍‌ ଏବଂ ରିଟାୟାରମେଣ୍ଟ ଫଣ୍ଡ…