Browsing Tag

excise department

ସାଲିଆ ସାହିରେ ଅବକାରୀ ବିଭାଗର ରେଡ୍, ମାଟିରେ ମିଶିଲା ଦେଶୀ ମଦ ଭାଟି

ଭୁବନେଶ୍ବର: ଭୁବନେଶ୍ବର ସାଲିଆ ସାହିରେ ମଦଭାଟି ଉପରେ ଅବକାରୀ ବିଭାଗର ରେଡ୍ ।  ମାଟିରେ ମିଶିଲା ଦେଶୀ ମଦ ଭାଟି । ଭୁବନେଶ୍ବର ସାଲିଆସାହି ପଣ୍ଡା ନଗରରେ ଅବକାରୀ ଟିମ୍ ର ଚଢ଼ାଉ । ଏମସି ଓ ଅବକାରୀ ମିଳିତ ରେଡ ବେଳେ ଠାବ ହେଲା ମଦ ମାଫିଆଙ୍କ ସିକ୍ରେଟ ଚାମ୍ବର । ମଦଭାଟିକୁ ମାଟିରେ ମିଶାଇଲା…

କୋର୍ଟ କ୍ୟାମ୍ପସରୁ ଗିରଫ ଆସାମୀ ଫେରାର, ଅବକାରୀ ବିଭାଗର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ବାଲିଗୁଡା: ପଦାରେ ପଡିଲା ଅବକାରୀ ବିଭାଗର ସୁରକ୍ଷା ବ୍ୟବସ୍ଥା । କୋର୍ଟ କ୍ୟାମ୍ପସରେ ଅବକାରୀ ବିଭାଗର ସୁରକ୍ଷା ବ୍ୟବସ୍ଥା ପୁରା ଢିଲା । ଏବେ ଅବକାରୀ ବିଭାଗର ସୁରକ୍ଷା ବ୍ୟବସ୍ଥାରେ ଅବହେଳା ନେଇ ଉଠିଛି ଅନେକ ପ୍ରଶ୍ନ । କୋର୍ଟରେ ହାଜର କରିବା ପୂର୍ବରୁ ହିଁ ଅବକାରୀ ବିଭାଗର କର୍ମଚାରୀଙ୍କୁ…

ଚୋରା ଦେଶୀ ମଦ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ

ଆଠଗଡ଼: ଚୋରା ଦେଶୀ ମଦ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ । ଦେଶୀ ମଦ ଚାଲାଣ ସହ ପ୍ରସ୍ତୁତିର ଦୁଇଟି ଦୃଶ୍ୟ ଆପଣଙ୍କ ଆଗରେ । ଯାହାକୁ ଦେଖିଲେ ଆପଣ ବି ତାଜୁବ ହୋଇଯିବେ । ଆଗେ ଆଗେ ଦ୍ରୁତ ଗତିରେ ଚୋରା ଦେଶୀ ମଦ ବୋଝେଇ କାର ଚାଲିଛି । ପଛରେ ଗୋଡାଉଛି ଅବକାରୀ ବିଭାଗର ଗାଡି । ଗାଁର…

ଅବକାରୀ ବିଭାଗର ରେଡ୍, ମଦଭାଟିରେ ବୁଲିଲା ବୁଲଡୋଜର

ଆଠଗଡ଼: ମଦଭାଟିରେ ବୁଲିଲା ବୁଲଡୋଜର । ଦେଶୀ ମଦ ଭାଟି ଉପରେ ଅବକାରୀ ବିଭାଗ ପକ୍ଷରୁ ବଡ଼ ଧରଣର ରେଡ୍ । ଆଠଗଡ଼ କୋରଙ୍ଗା ଗାଁରେ ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଚଢାଉ କରାଯାଇଛି । ଆଠଗଡ଼ ଡିଏସପି,ଆଇଆଇସି, ଆଠଗଡ଼ ଅବକାରୀ ଉପ ଅଧୀକ୍ଷକଙ୍କ ସମେତ ଏକ ପ୍ଲାଟୁନ ଫୋର୍ସ ରେଡରେ ସାମିଲ ଥିଲେ । ଚଢାଉ…

ଅବକାରୀ ବିଭାଗକୁ ବଡ଼ ସଫଳତା, ନକଲି ବିଦେଶୀ ମଦ ରାକେଟ ଠାବ

କଟକ : ଅବକାରୀ ବିଭାଗକୁ ବଡ଼ ସଫଳତା। ନକଲି ବିଦେଶୀ ମଦ ରାକେଟ ଠାବ । ଅବକାରୀ ବିଭାଗର କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ଠାବ କରିଛି ନକଲି ବିଦେଶୀ ମଦ। କଟକ ଜିଲ୍ଲା ଆଠଗଡର ମୈତ୍ରୀ ନଗର ଓ ଢେ଼ଙ୍କାନାଳ ହିନ୍ଦୋଳର ବାଉଁଶପୋଖରୀ ଅଞ୍ଚଳରେ ଚଢ଼ାଉ କରି ପାଖାପାଖି ୭୦୦ ପେଟି ବିଦେଶୀ ମଦ ଜବତ…

ଅବକାରୀ ବିଭାଗକୁ ସଫଳତା , ୩୦ ପେଟି ବିୟର ଜବତ ୨ ଗିରଫ

ଚୌଦ୍ଵାର : କଟକ ଜିଲ୍ଲା ଚୌଦ୍ଵାର ଅବକାରୀ ବିଭାଗକୁ ପୁଣି ମିଳିଛି ସଫଳତା । ସୂଚନା ଅନୁଯାଇ ଅବକାରୀ ବିଭାଗ ଦ୍ୱାରା ଗୋଟେ ବୋଲେରୋ ଓ ଏକ ବାଇକକୁ ଜବତ କରିବା ସହ ଗାଡିରୁ ୩୦ ପେଟି ବିୟର ଜବତ କରିଛି । ଏହି କାରବାରରେ ଜଡ଼ିତ ଥିବା   ୨ଜଣଙ୍କୁ ଗିରଫ କରାଯାଇଛି । ଚୌଦ୍ଵାର ଅବକାରୀ ବିଭାଗ…

କଟକରୁ ଅଧ କେଜିରୁ ଅଧିକ ହିରୋଇନ୍ ଜବତ କଲା ଅବକାରୀ ବିଭାଗ, ଦୁଇ ଗିରଫ

କଟକ: କଟକରୁ ଅଧ କେଜିରୁ ଅଧିକ ହିରୋଇନ୍ ଜବତ୍ କଲା ଅବକାରୀ ଫ୍ଲାଇଙ୍ଗ ସ୍ଵାଡ। ଜବତ୍ ନିଶା ଦ୍ରବ୍ୟର ଆନୁମାନିକ ମୂଲ୍ୟ ୫୧ ଲକ୍ଷ ୫୦ ହଜାର ଟଙ୍କା । ଏନେଇ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଢେଙ୍କାନାଳ ଜିଲ୍ଲାର ସିପୁନ ନାୟକ ଏବଂ ଅନୁଗୁଳ ଜିଲ୍ଲାର ଦିବେସ ନାୟକ ଗିରଫ…

ନୂଆବର୍ଷ ପୂର୍ବରୁ ନିଶା କାରବାର ଉପରେ ଅବକାରୀ ବିଭାଗର କଡ଼ା ନଜର

ନୂଆବର୍ଷ ପୂର୍ବରୁ ବେଆଇନ ନିଶା କାରବାର ଉପରେ ଅବକାରୀ ବିଭାଗର କଡ଼ାନଜର ।  ଜିଲ୍ଲାପାଳମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।  ଏସଟିଏଫ ଓ ଅବକରୀ ବିଭାଗ ମିଳିତ ଭାବେ କରିବେ ଚଢ଼ାଉ ।  ଏଥିପାଇଁ ଜଏଣ୍ଟ ଟିମ୍ ଗଠନ ହୋଇଛି । ଜିରୋ ନାଇଟ ସେଲିବ୍ରେଶନ ବେଳେ ବି ରହିବ କଡ଼ା ନଜର । …

ଜିରୋ ନାଇଟ ସେଲିବ୍ରେସନ ପାଇଁ କଟକଣା, ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ଜରୁରୀ

ଭୁବନେଶ୍ୱର : ଜିରୋ ନାଇଟ ସେଲିବ୍ରେସନ ନେଇ ଅବକାରୀ ବିଭାଗର କଟକଣା । ଡିସେମ୍ବର ୩୧ ତାରିଖରେ ଜରୋ ନାଇଟ ଆୟୋଜନ ପାଇଁ ଅବକାରୀ ବିଭାଗର ଅନୁମତି ଜରୁରୀ । ଅନୁମତି ନ ଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଅବକାରୀ କମିଶନର ନରସିଂହ ଭୋଳ ଏମିତି ଚେତାବନୀ ଶୁଣାଇଛନ୍ତି  । ଜାନୁଆରୀ ମଧ୍ୟ ଭାଗ…

ନୂଆବର୍ଷ ପାଇଁ କଠୋର ହେବ ଅବକାରୀ ବିଭାଗ, ନିୟମ ନମାନିଲେ କଡ଼ା ଆକ୍ସନ: ମନ୍ତ୍ରୀ

ଭୁବନେଶ୍ଵର : ନୂଆବର୍ଷ ପାଇଁ କଠୋର ହେଲା ଅବକାରୀ ବିଭାଗ । ଅବକାରୀ ପଲିସି ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ । ମଦ୍ୟପାନ କରି ବିଶୃଙ୍ଖଳିତ ଆଚରଣ କଲେ କାଯ୍ୟାନୁଷ୍ଠାନ ହେବ । ଏହା ସହିତ ବେଆଇନ ମଦ ବିକ୍ରି ଉପରେ ଅଙ୍କୁଶ ଲାଗିବ । ଏଥିରେ ଯିଏ ବି ଜଡିତ ହେବେ କାଡା କାଯ୍ୟାନୁଷ୍ଠାନ ହେବ ।…

ଭାରସାମ୍ୟ ହରାଇ ଓଲଟିଲା ଅବକାରୀ ବିଭାଗ ଗାଡ଼ି, ୩ ଆହତ

ସୋରୋ : ବାଲେଶ୍ଵର ଜିଲ୍ଲା ଖଇରା ଅଞ୍ଚଳରେ ଓଲଟିଲା ଅବକାରୀ ବିଭାଗ ଗାଡ଼ି । ଖଇରା ଥାନା ପିତାପାଣିଆ ନିକଟରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।  ଭାରସାମ୍ୟ ହରାଇ ନୟନ ଝୋଡ଼ି ନିକଟରେ ଗାଡ଼ିଟି ରାସ୍ତା କଡ଼କୁ ଓଲଟିପଡ଼ିଥିଲା । ଦୁର୍ଘଟଣାରେ ଏଏସଆଇ ଓ କନଷ୍ଟେବଳ ଆହତ ହୋଇଥିବା ବେଳେ ଡ୍ରାଇଭର…

 ଅବକାରୀ ଟିମ୍ ଉପରେ ମଦ ମାଫିଆଙ୍କ ଆକ୍ରମଣ

କାମାକ୍ଷାନଗର : ଅବକାରୀ ଟିମ୍ ଓ କର୍ମଚାରୀଙ୍କ ଉପରେ ମଦ ମାଫିଆଙ୍କ ଆକ୍ରମଣ । ପୁରୁଣା ୱାରେଣ୍ଟିକୁ ଧରିବାକୁ ଯାଇଥିବା ବେଳେ କାମାକ୍ଷାନଗରର ମହାବିରୋଡ଼ ଥାନା ମହାବିରୋଡ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଚଢଉ ବେଳେ ୩ ଜଣ ମଦ ମାଫିଆ ଅବକାରୀ ଅତିରିକ୍ତ ଅଧିକ୍ଷକ ଓ କର୍ମଚାରୀଙ୍କୁ…