Below header

ଚଢ଼ାଉ କରିବାକୁ ଯାଇ ହଟହଟା ଅବକାରୀ ଅଧିକାରୀ

ବାଲେଶ୍ୱର : ଚଢ଼ାଉ କରିବାକୁ ଯାଇ ହଟହଟା ହେଲେ ଅବକାରୀ ଅଧିକାରୀ ଓ କର୍ମଚାରୀ । ଗାଁ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନ୍ତା ଅନ୍ତର୍ଗତ ଝାଡ଼େଶ୍ୱରପୁର ଗାଁରେ। ବ୍ରାଉନସୁଗାର କାରବାର ଚାଲିଥିବା ଖବର ପାଇ କେନ୍ଦ୍ରୀୟ ଅବକାରୀ ସ୍କ୍ଵାଡର ଏକ ଟିମ୍‌ ଚଢ଼ାଉ ପାଇଁ ଯାଇଥିବା ବେଳେ ଏଭଳି ଘଟଣା ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.