Below header
Browsing Tag

excise employee

ପୁଣି ମାତିଲେ ମଦ ମାଫିଆ : ଅବକାରୀ ବିଭାଗର ଗାଡି ଭାଙ୍ଗିଲେ, କର୍ମଚାରୀଙ୍କୁ ଆକ୍ରମଣ କଲେ

ଆଠଗଡ଼: ପୁଣି ମାତିଲେ ମଦ ମାଫିଆ । ଅବକାରୀ ବିଭାଗର ଗାଡି ଭାଙ୍ଗିଲେ , କର୍ମଚାରୀଙ୍କୁ ଆକ୍ରମଣ କଲେ । ମଦ ମାଫିଆଙ୍କୁ ଗିରଫ କଲା ବେଳେ ଗାଁରେ ଅଟକ ରହିଲେ ଅବକାରୀ ସୁପରିଟେଣ୍ଡଣ୍ଟ ଦେବାଶିଷ ପଟେଲ। ଖୁଣ୍ଟୁଣି ପୋଲିସ ପହଞ୍ଚି ଉଦ୍ଧାର କଲା ଅବକାରୀ କର୍ମଚାରୀଙ୍କୁ । ଆଜି ସକାଳୁ ଖୁଣ୍ଟୁଣୀ…

ବିଶୃଙ୍ଖଳା ଆଚରଣ ପଡିଲା ମହଙ୍ଗା: ଚାକିରିରୁ ବିଦା ହେଲେ ଅବକାରୀ ବିଭାଗର ୩ କର୍ମଚାରୀ

ଭୁବନେଶ୍ୱର (କେନ୍ୟୁଜ): ବିଶୃଙ୍ଖଳା ଆଚରଣ ପଡିଲା ମହଙ୍ଗା । ଚାକିରିରୁ ବିଦା ହେଲେ ଅବକାରୀ ବିଭାଗର ୩ କର୍ମଚାରୀ । ରାଜ୍ୟ ଅବକାରୀ କମିଶନର ନରସିଂହ ଭୋଳ ବିଶୃଙ୍ଖଳିତ ଅଧିକାରୀଙ୍କ ପ୍ରତି କଠୋର ହୋଇଛନ୍ତି । କନଷ୍ଟେବଳ ଆର.ଭେଙ୍କଟେସ କୁମାର, ASI ଅରୋପାଳକ ଦାସ ଓ କନଷ୍ଟେବଳ ତ୍ରିଲୋଚନ…