ଆଖିର ଜ୍ୟୋତି ବଢ଼ାଇବ ଏହି ଆୟୁର୍ବେଦିକ ଟିପ୍ସ, ପଡିବନାହିଁ ଚଷମା ପିନ୍ଧିବାର ଆବଶ୍ୟକତା
ଆଖିରେ ଆମେ ଏବେ ସୁନ୍ଦର ଦୁନିଆକୁ ଦେଖିପାରୁଛନ୍ତି। କିନ୍ତୁ ଆମର ଏହି ଆଖି ସମୟ ସହିତ କମଜୋର ହୋଇଯାଏ। ଆଜିକାଲି ଆଖିର ରଶ୍ମି କମ୍ ହେବା ସମସ୍ୟା ସବୁ ବୟସରେ ଲୋକଙ୍କ ଠାରେ ପ୍ରାୟ ଦେଖିବାକୁ ମିଳୁଛି। ଛୋଟ ଛୋଟ ପିଲାଙ୍କୁ ଚଷମା ପିନ୍ଧିବାକୁ ପଡୁଛି। ଆଖିର ରଶ୍ମୀକୁ ଉଜ୍ଜ୍ୱଳ କରିବା ପାଇଁ…