Below header
Browsing Tag

facts about crow

ଇଏ ହେଉଛି ଦୁନିଆର ସବୁଠାରୁ ଚାଲାକ କାଉ, ଯିଏ ଖାଦ୍ୟ ସଂଗ୍ରହ ପାଇଁ ମଣିଷଙ୍କ ଭଳି କରୁଥିଲା ଯୁଗାଡ

ପିଲାବେଳେ ଆମେ କାଉର ଚତୁରତା ବିଷୟରେ ଶୁଣିଛନ୍ତି କିମ୍ବା ପଢ଼ିଛନ୍ତି । ଏକ ପ୍ରଚଳିତ ଗଳ୍ପରେ ଆମେ ସମସ୍ତେ ପଢିଛେ କିଭଳି ଏକ ଶୋଷିଲା କାଉ ନିଜର ଶୋଷ ମେଣ୍ଟାଇବା ପାଇଁ ନିଜର ବୁଦ୍ଧିର ପ୍ରୟୋଗ କରି ପାଣି ପିଉଛି।। ସେହିପରି ଭାବେ ବ୍ରିଟେନର ବେଟ୍ଟି ନାମକ ଏକ କାଉ ବହୁତ ଚର୍ଚ୍ଚା…

ଜାଣି ରଖନ୍ତୁ କାଉ ସହ ଜଡ଼ିତ ଏହି ୧୫ଟି ସତ୍ୟ କଥା

କାଉ ଏକ ବୁଦ୍ଧିମାନ ପକ୍ଷୀ, ଯାହାକି ଆଣ୍ଟାର୍କଟିକାକୁ ଛାଡ଼ି ପୂରା ଦୁନିଆରେ ଦେଖାଯାଇଥାଏ। ଏହାର ଲମ୍ବା ପାଖାପାଖି ୧ରୁ ୧.୫ ଫୁଟ୍‌ ପଯ୍ୟର୍ନ୍ତ ହୋଇଥିବା ବେଳେ ଓଜନ ଥାଏ ୩୦୦ ଗ୍ରାମରୁ ୨ କେଜି। କେବଳ ଏତିକି ନୁହେଁ, କାଉ ସହ ଜଡ଼ିତ ଆହୁରି ଅନେକ ରୋଚକ କଥା ଅଛି, ଯାହାକୁ ଆଜି ଆମେ ଆପଣଙ୍କୁ…