ସୋନୁ ସୁଦ୍ଙ୍କ ସାହାଯ୍ୟ ଉପରେ ଉଠିଲା ପ୍ରଶ୍ନ, ୟୁଜର କହିଲେ ବର୍ଷର ସବୁଠୁ ବଡ଼ ଧୋକା; ପ୍ରମାଣ ସେୟାର କଲେ ସୋନୁ
କରୋନା ଯୋଗୁ ଦେଶରେ ଲାଗୁ ହୋଇଥିବା ଲକ୍ଡାଉନ୍ ସମୟରେ ରିଲ୍ ଭିଲେନ୍ ସୋନୁ ସୁଦ୍ ରିୟଲରେ ହିରୋ ଭଳି ସମସ୍ତଙ୍କୁ ସାହାଯ୍ୟ କରିଥିଲେ। ସେ ଗରିବଙ୍କ ପାଇଁ ଦେବଦୂତ ପାଲଟି ଯାଇଥିଲେ। ନିଃସ୍ୱାର୍ଥପର ଭାବେ ବିନା କୌଣସି ଲାଭ ଆଶାରେ ସୋନୁ ରାତି ଦିନ ଏକ କରି ଲୋକଙ୍କ ସେବାରେ ଲାଗିପଡ଼ିଥିଲେ।…