Browsing Tag

fake challan

ମୋର ଟେଷ୍ଟ ହେଇନି, ପିଇଲି ବୋଲି ଜାଣିଲେ କେମିତି ? ୮ ହଜାର ଚାଲାଣ କଟିବା ପରେ ଥାନାରେ ମହିଳାଙ୍କ ଅଭିଯୋଗ

ଅନୁଗୁଳ (କେନ୍ୟୁଜ୍‌) : ଏବେ କୁଆଡ଼େ ଟ୍ରାଫିକ୍‌ ନିୟମ ଭାରି କଡ଼ାକଡ଼ି ହୋଇଛି । ଟ୍ରାଫିକ୍‌ ପୋଲିସ୍‌ ଟିକିଏ କିଛି ଓଲମ ବିଲମ ଦେଖିଲେ ଚାଲାଣ କାଟି ଦେଉଛନ୍ତି । ଏମିତିରେ ଜଣେ ମହିଳାଙ୍କ ନାଁରେ ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ପରିବହନ ବିଭାଗରୁ ତାଙ୍କ ନିକଟକୁ ଚାଲାଣ ଆସିଲା । ହେଲେ ଏହି…