ସରକାରୀ ପଇସା ପାଇବା ଲୋଭରେ ସ୍ତ୍ରୀ ଆଗରେ ଶାଳୀକୁ ବାହା ହୋଇ ପଡ଼ିଲେ ଭିଣୋଇ
ଉତ୍ତର ପ୍ରଦେଶର ମହରାଜଗଞ୍ଜ ଜିଲାରେ ମୁଖ୍ୟମନ୍ତ୍ରୀଙ୍କ ସାମୂହିକ ବିବାହ ଯୋଜନାରେ ଠକେଇ ଅଭିଯୋଗ ସାମ୍ନାକୁ ଆସିଛି। ଗତ ୧୩ ସେପ୍ଟେମ୍ବରରେ ଜିଲା ମୁଖ୍ୟାଳୟର ମହାଲକ୍ଷ୍ମୀ ଲନ୍ରେ କେନ୍ଦ୍ରୀୟ ବିତ୍ତ ରାଜ୍ୟ ମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ଉପସ୍ଥିତିରେ ସାମୂହିକ ବିବାହ ଉତ୍ସବ ଅନୁଷ୍ଠିତ…