Browsing Tag

fake ncert books

ରାଜଧାନୀରେ ନକଲି NCERT ବହି, ୩ଟି ସ୍ଥାନରେ ରେଡ୍

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ନକଲି ଏନସିଇଆରଟି ବହି ।  ନକଲି ଏନସିଇଆରଟି ବହି ଭଣ୍ଡାର ଠାବ କରିଛି କମିଶନରେଟ୍ ପୋଲିସ ।  ଭୁବନେଶ୍ବର ବଡ଼ଗଡ଼ ଥାନା ଅନ୍ତର୍ଗତ ଶୁଭମ ବୁକଷ୍ଟୋରରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ବହି ଜବତ ହୋଇଛି ।  ଭୁବନେଶ୍ବରର ୩ଟି ସ୍ଥାନରେ ରେଡ୍ ହୋଇଛି  । …

ନକଲି NCRT ବହି ବିକ୍ରି ନେଇ କମିଶନରେଟ ପୋଲିସର ଚଢ଼ାଉ, ନକଲି ବହି ଜବତ

ଭୁବନେଶ୍ୱର : ନକଲି NCRT ବହି ବିକ୍ରି ନେଇ କମିଶନରେଟ ପୋଲିସର ଚଢ଼ାଉ । ବଡ଼ଗଡ଼ ଥାନା ରବି ଟକିଜ ଶୁଭମ ବୁକଷ୍ଟୋରରେ ଚଢ଼ାଉ କରିଛି ପୋଲିସ ।  ଚଢ଼ାଉ ବେଳେ ବିପୁଳ ପରିମାଣର ନକଲି ବହି ଜବତ କରିଛି ପୋଲିସ ।  କେବେ ଠାରୁ ନକଲି ବହି ବିକ୍ରି କରୁଥିଲେ ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।…