Browsing Tag

fake sauce factory

ଯାଜପୁର: ବଡଚଣା ଥାନା କୁନ୍ଦଳଠାରେ ନକଲି ସସ୍‌ କାରଖାନା ଉପରେ ଚଢାଉ, ପରୀକ୍ଷା ପାଇଁ ପଠାଯାଇଛି ସାମ୍ପୁଲ୍

ଯାଜପୁର: ରାଜ୍ୟରେ ବିଭିନ୍ନ ସ୍ଥାନରେ ନକଲି ସାମଗ୍ରୀର କରାଖାନା ଉପରେ ଚଢ଼ାଉ ଜାରି ରହିଛି। ଏହି କ୍ରମରେ ଯାଜପୁର ଜିଲ୍ଲାରେ ମଧ୍ୟ ନକଲି କାରବାର ଚାଲୁ ରହିଥିବା ବେଳେ ଏହା ଉପରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରା ଯାଇଛି। ବଡ଼ଚଣା ଥାନା ଅଧୀନ କୁନ୍ଦଳଠାରେ ନକଲି ସସ କରଖାନା ଉପରେ ଚଢ଼ାଉ କରିଛି…

କଟକ ଜଗତପୁରରୁ ନକଲି ସସ୍‌ ତିଆରି କାରଖାନା ଠାବ

କଟକ : କଟକ ଜଗତପୁରରୁ ନକଲି ସସ୍‌ ତିଆରି କାରଖାନା ଠାବ । ଜଗତପୁର ଥାନା ପୋଲିସ ଚଢ଼ାଉ କରି ଠାବ କରିଛି ଏହି କାରଖାନା । ଟମାଟୋ ସସ୍‌ ଭଳି ଖାଦ୍ୟ ସମଗ୍ରୀର ମଧ୍ୟ ହେଉଥିଲା ନକଲି । ଯାହାର ବ୍ଯବହାର ପ୍ରତିଦିନ ସମସ୍ତଙ୍କ ଘରେ ହୋଇଥାଏ । ବିଶେଷ ଭାବେ ଛୋଟ ଛୁଆ ଏବଂ ଯୁବପୀଢିଙ୍କ ଏହା ଖୁବ୍…