Browsing Tag

fake zarda seized

କଟକରେ ପୁଣି ନକଲି ଜର୍ଦ୍ଦା କାରଖାନା ଠାବ, ବହୁ ପରିମାଣର ସାମଗ୍ରୀ ଜବତ

କଟକ: ନକଲି ଘିଅ,ସସ୍ , ମସଲା ପରେ କଟକରେ ପୁଣି ନକଲି କାରଖାନା ଠାବ ହୋଇଛି । ଆଜି ଠାବ ହୋଇଛି ନକଲି ଜର୍ଦ୍ଦା କାରଖାନା । ଏକ ଜର୍ଦ୍ଦା କମ୍ପାନୀ ଉପରେ ଚଢ଼ଉ ବେଳେ ଏହା ସାମନାକୁ ଆସିଛି । କଟକ ସଦର ଥାନା ସାସୋଳ ଗାଁରେ ନକଲି ଜର୍ଦ୍ଦା କମ୍ପାନୀ ଚାଲିଥିଲା । ଚଢାଉ ସମୟରେ କମ୍ପାନୀରେ…

ଯାଜପୁର: ବିଦ୍ୟାଧରପୁରରୁ ନକଲି ଜର୍ଦ୍ଦା ସହ ବିଭିନ୍ନ ସରଞ୍ଜାମ ଜବତ, ୪ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ବୈରୀ ଥାନା ବିଦ୍ୟାଧରପୁର ଅଂଚଳରୁ ନକଲି ଜର୍ଦ୍ଦା ସହ ବିଭିନ୍ନ ସରଞ୍ଜାମ ଜବତ। ଏଥିସହ ଏହି ବ୍ୟବସାୟରେ ଲିପ୍ତ ଥିବା ୪ଜଣଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଏକ ବିଶେଷ ସୂତ୍ରରୁ ଖବର ପାଇ ଆଜି ଭୋର ସମୟରେ ଯାଜପୁର ରୋଡ୍ ଏସଡିପିଓ ଚିନ୍ମୟ ନାୟକ, ଡିଏସପି…