ଚଳନ୍ତା ଟ୍ରେନରୁ ଖସି ପଡ଼ି ମାଆ-ପୁଅ ଗୁରୁତର, ଚିକିତ୍ସାଳୟରେ ଭର୍ତ୍ତି
ଢେଙ୍କାନାଳ : ଚଳନ୍ତା ଟ୍ରେନ୍ ରୁ ଖସି ମାଆ ଓ ପୁଅ ଗୁରୁତର । ଢେଙ୍କାନାଳ ଦାଣ୍ଡିମାଳ ଷ୍ଟେସନରେ ଚଳନ୍ତା ଟ୍ରେନ୍ ରୁ ଓହ୍ଲାଇଲା ବେଳେ ଅଘଟଣ ଘଟିଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତ ଦ୍ୱୟ ହେଲ ଭଗବତୀ ଦେହୁରୀ ଓ ତାଙ୍କ ପୁଅ ରୁଦ୍ର ନାରାୟଣ…