ହାତ କିମ୍ବା ପକେଟରୁ ପଇସା ଗଳିବା ସାଧାରଣ କଥା ନୁହେଁ, ଦେଇଥାଏ ଏହି ସଙ୍କେତ
ଅନେକ ସମୟରେ ଆପଣ ପୋଷାକ ପିନ୍ଧୁଥିବା ବେଳେ ହଠାତ ଆପଣଙ୍କ ପକେଟରୁ ପଇସା ତଳେ ଗଳି ପଡ଼ିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ଏହା ପଛରେ କ'ଣ ରହିଛି ଶୁଭ ଏବଂ ଅଶୁଭ କଥା ? ଏହା ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି। ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ।
୧. ଯଦି ଆପଣ…