ମା’ ହେବାକୁ ଚାହୁଁଛନ୍ତି ପ୍ରିୟଙ୍କା ଚୋପ୍ରା, ଫ୍ୟାମିଲି ପ୍ଲାନିଂକୁ ନେଇ ସେୟାର କଲେ ମନ କଥା
ବଲିଉଡ୍ର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ନିଜ ଆକ୍ଟିଂ ତଥା ଫ୍ୟାମିଲି ଲାଇଫ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ବିବାହ ପରେ ବି ଏହି ସେଲିବ୍ରିଟି ଲାଇମ୍ ଲାଇଟ୍ରେ ଅଛନ୍ତି। ନିଜ ଠାରୁ କମ୍ ବୟସର ନିକ୍ ଜୋନସ୍କୁ ବିବାହ କରିବା ପରେ ଏବେ ଫ୍ୟାମିଲି ପ୍ଲାନିଂ ନେଇ ମୁହଁ…