ହନୁମାନଙ୍କର ଏହି ୧୦ଟି ମନ୍ଦିର , ଯେଉଁଠାରେ ପୂର୍ଣ୍ଣ ହୋଇଥାଏ ସଭିଙ୍କ ମନସ୍କାମନା
ହନୁମାନଙ୍କ ଭକ୍ତି ଅନୁଯାୟୀ ଯେକୌଣସି ବ୍ୟକ୍ତି ଯଦି ପୁରା ଶ୍ରଦ୍ଧାର ସହିତ ହନୁମାନଙ୍କର ସ୍ତୁତି କରଥାନ୍ତି ତାଙ୍କ ଉପରେ ବଜରଙ୍ଗବଲୀ ଆଶୀର୍ବାଦ ବର୍ଷା କରିଥାନ୍ତି। ଦେଶରେ ଏପରି କିଛି ହନୁମାନ ମନ୍ଦିର ଅଛି ଯାହାର ଦର୍ଶନ କରିବା ମାତ୍ରେ କଷ୍ଟ ଦୂର ହୋଇଥାଏ।
ବାଲାଜୀ ହନୁମାନ ମନ୍ଦିର…