Browsing Tag

farewell

ଲୁହ ଛଳ ଛଳ ଆଖିରେ ଶିକ୍ଷକଙ୍କୁ ବିଦାୟ ଦେଲେ ଛାତ୍ରଛାତ୍ରୀ, ଝୁରୁଛି ଗାଁ

ଦୀର୍ଘ ୩୫ ବର୍ଷ ହେବ ଗୁରୁଜୀ ଦ୍ଵୟ ଯେଉଁ ଛାତ୍ରଛାତ୍ରୀମାନଙ୍କୁ ହାତ, କାନ ଧରି  ପାଠ ପଢ଼ାଉଥିଲେ, ଆକଟ ଓ ତାଗିଦ କରି ଶାସନ କରୁଥିଲେ ସେ ଆଉ ବିଦ୍ୟାଳୟକୁ ଆସିବେନି l ବିଦାୟ କାଳୀନ ମଞ୍ଚରେ ଦୁଇ ଗୁରୁଜୀଙ୍କ ଗାରିମାର ଗାଥା ବଖାଣିଛନ୍ତି ପୁରାତନ ଛାତ୍ରଛାତ୍ରୀ ଏବଂ ଗାଁ ଲୋକେ ତଥା ଶିକ୍ଷକ…

ଶିକ୍ଷକଙ୍କ ନିଆରା ବିଦାୟକାଳୀନ ସମ୍ବର୍ଦ୍ଧନା, ଛାତ୍ରଛାତ୍ରୀ ଦେଲେ ଦାମୀ ଉପହାର

ଜଣେ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବିଦାୟ ସମୟରେ ତାଙ୍କୁ ଯେଉଁ ଉପହାର ମିଳିଛି ସେ ବିଷୟରେ ଜାଣିଲେ ଆପଣ ତାଜୁବ ହୋଇଯିବେ । ଶିକ୍ଷକଙ୍କୁ ବିଦାୟ ସମୟରେ ସୁନା ମୁଦି ଠାରୁ ଆରମ୍ଭ କରି ସ୍କୁଟି ତଥା ଅନ୍ୟାନ୍ୟ ଦାମୀ ଦାମୀ ଉପହାର ମିଳିଛି । ୩୮ ବର୍ଷ ଶିକ୍ଷକତା କରିବା…

ଏହି କୋର୍ଟ ମତେ ପ୍ରତିଦିନ କିଛି ଶିଖାଉଥିଲା, ସମାଜ ସେବା କରିବାର ସୁଯୋଗ ଦେଉଥିଲା : ସିଜେଆଇ ଚନ୍ଦ୍ରଚୂଡ଼

ଧନଞ୍ଜୟ ନାମରେ ଥିବା 'ଧନ' ଶବ୍ଦର ଅର୍ଥ ପାର୍ଥିବ ସମ୍ପଦ ଆହରଣ ନୁହେଁ ।  ଏହାର ଅର୍ଥ ଜ୍ଞାନ ଆହରଣ ବୋଲି ମାଆ ମୋତେ ପିଲାବେଳେ ବୁଝାଇ ଥିଲେ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ।  ନିଜ କାର୍ଯ୍ୟକାଳର ଶେଷ ଦିନରେ ସୁପ୍ରିମକୋର୍ଟ ବାର ଆସୋସିଏସନ ପକ୍ଷରୁ…

ଶୋକାକୂଳ ପରିବେଶରେ ଶେଷ ହେଲା ଶିକ୍ଷକଙ୍କ ବିଦାୟ ସମାରୋହ , କାନ୍ଦି କାନ୍ଦି ବେହୋସ ହେଲେ ୧୩ ଛାତ୍ରୀ

ଦେଶରେ ଗୁରୁଙ୍କ ସ୍ଥାନ ସବୁଠାରୁ ଉଚ୍ଚରେ ଥାଏ । କଥାରେ ଅଛି ଗୁରୁ ହିଁ ସାକ୍ଷାତ ପରବ୍ରହ୍ମ । ଗୁରୁଙ୍କୁ ଯେମିତି ସମ୍ମାନ ଦିଆଯାଏ ସେମିତି ଭକ୍ତି ମଧ୍ୟ କରାଯାଏ । ଯାହାର ଜ୍ୱଳନ୍ତ ଉଦାହରଣ ଏକ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ସାମ୍ନାକୁ ଆସିଛି । ଏହି ସ୍କୁଲର ଜଣେ ଶିକ୍ଷକଙ୍କ ବିଦାୟ…

କେମିତି ଛାଡିବୁ କହି ଦିଦିଙ୍କ ପାଇଁ କାନ୍ଦିଲେ ସଭିଏଁ, ଦିଦିଙ୍କୁ ବିଦାୟ ଦେବାବେଳେ ଝରିଲା ପିଲାଠୁ ବଡଙ୍କ ଆଖିରେ ଲୁହ

ନବରଙ୍ଗପୁର (କେନ୍ୟୁଜ) : କାନ୍ଦ ବୋବାଳିରେ ଫାଟି ପଡିଲା ଗାଁ ଦାଣ୍ଡ। ଶିକ୍ଷୟତ୍ରୀଙ୍କୁ ଅବସର କାଳୀନ ବିଦାୟ ବେଳେ କାନ୍ଦିଲେ ସଭିଏଁ। ପିଲାରୁ ବଡ ଯାଏଁ ସମସ୍ତଙ୍କ ଆଖିରେ ଝରିଗଲା ଲୁହ | ଦୀର୍ଘ ୯ ବର୍ଷ ଧରି ଶିକ୍ଷୟତ୍ରୀଙ୍କ ଠାରୁ ସ୍ନେହ ମମତା ପାଇଥିବା ଗ୍ରାମବାସୀ ତାଙ୍କୁ ଛାଡିବାକୁ ଥିଲେ…

ଜନପ୍ରିୟ ବିଡିଓଙ୍କୁ ବିଦାୟୀ ସମ୍ବର୍ଦ୍ଧନା ବେଳେ ପରିବେଶ ହେଲା ଭାବବିହ୍ଵଳ, କାନ୍ଦିଲେ ବ୍ଲକ କର୍ମଚାରୀଙ୍କ ସହ ଜନ…

ଯାଜପୁର(କେନ୍ୟୁଜ୍): ବିଡ଼ିଓଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା। ବିଡ଼ିଓ ଯିବା ସମୟରେ ସମସ୍ତେ ହୋଇଥିଲେ ଭାବବିହ୍ଵଳ। ବିଦାୟ ଦେବା ବେଳେ ବିଡ଼ିଓଙ୍କ ସମେତ ସମସ୍ତଙ୍କ ଆଖିରେ ଲୁହ। ଏଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ କାର୍ଯ୍ୟାଳୟ ପରିସରରେ। ରସୁଲପୁର…

ରାଜ୍ଯସଭାରେ କାନ୍ଦିଲେ ମୋଦି, ଜାଣନ୍ତୁ କ’ଣ ଥିଲା କାରଣ

ରାଜ୍ୟସଭାରେ ଗୁଲାମନବୀଙ୍କ ଆଜି ଶେଷଦିନ । ନିଜ ବିଦାୟୀ ଭାଷଣରେ ଗୁଲାମନବୀ କହିଛନ୍ତି ମୁଁ ସେ ସୌଭାଗ୍ୟଶାଳୀ ଲୋକଙ୍କ ଭିତରୁ ଜଣେ, ଯିଏ କେବେ ପାକିସ୍ତାନ ଯାଇନାହି । ଯେବେ ପାକିସ୍ତାନର ପରିସ୍ଥିତି ବିଷୟରେ ଜାଣିବାକୁ ପାଏ ମତେ ହିନ୍ଦୁସ୍ତାନୀ ମୁସଲିମ ହେବାର ଗର୍ବ ଅନୁଭବ ହୁଏ । ଏହାଶୁଣିବା…