Browsing Tag

farmer trilochana pati

ଯାଜପୁର ନରସିଂହପୁର ଗାଁର ସଫଳ ଚାଷୀ ତ୍ରିଲୋଚନ ପତି : ଅନେକଙ୍କ ପାଇଁ ସୃଷ୍ଚି କରିଛନ୍ତି ରୋଜଗାରର ପନ୍ଥା

ନିଜସ୍ୱ ଉଦ୍ୟମରେ ଖୋଲିଛନ୍ତି ଏକ ନର୍ସରୀ । ପନିପରିବା ସାଙ୍ଗକୁ ବିଭିନ୍ନ କିସମର ଫୁଲ ଚାରା ପ୍ରସ୍ତୁତ କରୁଛନ୍ତି । ଉନ୍ନତମାନର ଚାରା ପ୍ରସ୍ତୁତ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ ଦେଇଛନ୍ତି ରୋଜଗାରର ପନ୍ଥା। ଏଭଳି ଜଣେ ସଫଳ ଚାଷୀ ହେଉଛନ୍ତି ଯାଜପୁର ରସୁଲପୁର ବ୍ଲକ୍ ନରସିଂହପୁର…