Browsing Tag

farmer update

ରସୁଣ କିଲୋ ହେଲା ୩ ଟଙ୍କା, ଦୁଃଖ କରିବେ କଣ ଢ଼ୋଲ ପିଟି ନାଚିବାକୁ ଲାଗିଲେ ଚାଷୀ

କୁହାଯାଏ କୃଷକ ଟିଏ ନିଜ ଝାଳନାଳ ବୁହାଇ ଦିନରାତି ଅହରହ ପରିଶ୍ରମ କରି ଜମିରୁ ଫସଲ ଉତ୍ପାଦନ କରିଥାଏ । ସେ ଫସଲ ସତେ ଯେମିତି ତା ପାଇଁ ସୁନା ପାଲଟି ଯାଏ । ଜମିରେ ସୁନା ଫଳିଥିବା ଦେଖି ସବୁକିଛି ଭୁଲିଯାଏ କୃଷକଟି । ସେହିଟି ହିଁ ତ ବେଉସା । ସେହିଟାକୁ ହିଁ ତ ଭରସା କରି ବର୍ଷ ଯାକ ତା ପେଟ…