Browsing Tag

farmers are worried

ବନ୍ୟା ପାଣି ଉଜାଡି ଦେଲା ଚାଷୀମାନଙ୍କ ସୁନାର ଫସଲ, ଚିନ୍ତାରେ ଚାଷୀ କୂଳ

ପଟ୍ଟାମୁଣ୍ଡାଇ: ଲଗାଣ ବର୍ଷା ପରେ ବଢୁଛି ବ୍ରାହ୍ମଣୀ ନଦୀ ଜଳସ୍ତର । ବନ୍ୟା ପାଣି ଉଜାଡି ଦେଲା ଚାଷୀମାନଙ୍କ ସୁନାର ଫସଲ । ରେଙ୍ଗାଲି ଡ୍ୟାମର ଦୁଇଟି ଗେଟ୍ ଖୋଲାହେବା ପରେ ବ୍ରାହ୍ମଣୀ ନଦୀରେ ବନ୍ୟାଜଳ ଟଳମଳ ହେଉଛି । ତଳିଆ ଅଞ୍ଚଳର କ୍ଷତରେ ବନ୍ୟାଜଳ ପସି ଚାଷୀଙ୍କ ପନିପରିବା ନଷ୍ଟ ହେଉଥିବା…

ଶ୍ରାବଣ ଯାଇ ଭାଦ୍ରବ ହେଲାଣି ହେଲେ ବର୍ଷା ନାହିଁ: ଜମି ଫାଟି ଆଁ, ଚିନ୍ତାରେ ଶହ ଶହ ଚାଷୀ

ଚାନ୍ଦବାଲି (କେନ୍ୟୁଜ): ଶ୍ରାବଣ ଯାଇ ଭାଦ୍ରବ ହେଲାଣି । ହେଲେ ଚାଷ କାର୍ଯ୍ୟ ପାଇଁ ଯେତିକି ପରିମାଣରେ ବର୍ଷା ହେବା କଥା ତାହା ହେଲାନାହିଁ । ତେଣୁ ଆଗେଇ ପାରୁନି ଚାଷ କାର୍ଯ୍ୟ । ପାଣି ଅଭାବରୁ ଚାଷ ଜମି ଫାଟି ଆଁ କଲାଣି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବ୍ଲକ ଓଳଗ ପଂଚାୟତରେ ମରୁଡି…