Below header
Browsing Tag

farming

ଗଜପତି: ଅସମ୍ଭବକୁ ସମ୍ଭବ କରି ଦେଖାଇଲେ ଆଦିବାସୀ ଅଧ୍ୟୁଷିତ ତଇ ଗାଁର କିଛି ଚାଷୀ, ପ୍ରଥମ ଥର ପାଇଁ ପାହାଡିଆ ଜମିରେ…

ଗଜପତି: ଏ ହେଉଛି ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ତଇ ଗ୍ରାମ । ଗାଁଟି ଛୋଟ ହୋଇଥିଲେ ମଧ୍ୟ ଜିଲ୍ଲାରେ ପ୍ରଥମ ଥର ପାଇଁ ପିଆଜ ଚାଷ କରି ଆଦର୍ଶ ପାଲଟିଛନ୍ତି ଗ୍ରାମବାସୀ । ୨୮ ଗୋଟି ଘର ଥିବା ଏହି ଗ୍ରାମରେ ଯାହା ଘରେ ଦେଖିବ ଖାଲି କ୍ୟୁଣ୍ଟାଲ୍ କ୍ୟୁଣ୍ଟାଲ୍ ପିଆଜ । ତାହା ପୁଣି…

ଦାଉ ସାଧିଲା କରୋନା: ପରିବା ଓ ଫୁଲ ଚାଷୀଙ୍କ ପେଟପାଟଣା ଉପରେ ମାଡ଼, ଲକ୍‌ଡାଉନ୍‌ ଯୋଗୁ ହୋଇପାରୁନି ବିକ୍ରି

ପୁରୀ: ଦାଉ ସାଧିଲା କରୋନା । ଲକ୍‌ଡାଉନ୍‌ ଯୋଗୁ ବିକ୍ରି ହେଉନି ପନିପରିବା । ଚାଷୀ ମୁଣ୍ଡରେ ଚଡ଼କ । ବିଶେଷ କରି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକର ଚାଷୀ ବିଶେଷ ଭାବେ କ୍ଷତିଗ୍ରସ୍ଥ ହେଉଛନ୍ତି । ଲକ୍‌ ଡାଉନ ଯୋଗୁ ସମସ୍ତ ଦୋକାନ ବଜାର ବନ୍ଦ ଥିବାରୁ ପନି ପରିବା ବିକ୍ରୀ ହୋଇ ପାରୁନି । ବିଲରେ…

‘ଆମ ଦ୍ବାରା କିଛି ଅସମ୍ଭବ ନୁହେଁ’: ଧାନ ଚାଷ କରି ଉଦାହରଣ ସୃଷ୍ଟି କରିଛନ୍ତି କ୍ଷେତ୍ରପାଳ ସ୍ବୟଂସହାୟକ…

ଜଳେଶ୍ବର(କେନ୍ୟୁଜ୍): ଆମେ ବି ପାରିବୁ , ଆମ ଦ୍ବାରା କିଛି ଅସମ୍ଭବ ନୁହେଁ । ଏଉକ୍ତିଟି ଶୁଣିଲେ ଯେକୌଣସି ଲୋକର ରକ୍ତ ଗରମ ହୋଇଯିବ ଏବଂ  ଯେକୌଣସି କାମକୁ କରିଦେଖାଇବାର ଜୋସ୍ ଆପେ ଆପେ ଜାଗ୍ରତ ହେବ। ଏଉକ୍ତିଟି ହେଉଛି କିଛି ମହିଳାଙ୍କର। ଆଜିକାଲି ମହିଳା ମାନେ କୌଣସି ଗୁଣରେ ବି…

ପୁଣି କୃଷି କ୍ଷେତ୍ରରେ ଅବଦାନ ପାଇଁ ଓଡ଼ିଶା ପୁରସ୍କୃତ, ଖାଦ୍ୟ ଶସ୍ୟ ଉତ୍ପାଦନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

କେନ୍ୟୁଜ୍(ବ୍ୟୁରୋ): ପୁଣି କୃଷି କ୍ଷେତ୍ରରେ ଅବଦାନ ପାଇଁ ଓଡ଼ିଶା ପୁରସ୍କୃତ । ଖାସ୍ୟ ଶସ୍ୟ ଉତ୍ପାଦନ ପାଇଁ ଓଡ଼ିଶା କୃଷି ବିଭାଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରସ୍କାର ପ୍ରଦାନ କରିଛନ୍ତି । ପୁରସ୍କାର ବାବଦରେ ମିଳିଛି ଏକ କୋଟି ଟଙ୍କା। କୃଷିମନ୍ତ୍ରୀ ଅରୁଣ ସାହୁ ଏହି ପୁରସ୍କାର…

ଅସ୍ତରଙ୍ଗ ବ୍ଲକର ସଫଳ ଚାଷୀ ଶିବ, ପୋଖରୀରେ ମାଣ୍ଡିଆ କଙ୍କଡା ଚାଷ କରି ଯୁବକଙ୍କୁ ନିଯୁକ୍ତି ଦେଇ ପାଲଟିଛନ୍ତି ଉଦାହରଣ

ପୁରୀ(କେନ୍ୟୁଜ୍): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ମଧୁପୁର ଗାଁର ଶିବ କୁମାର ପରିଡା । ରୋଜଗାର କରିବା ଆଶାରେ ଆରମ୍ଭ କରିଥିଲେ ମାଛ ଚାଷ । ହେଲେ ଏଥିରେ କ୍ଷତି ସହି ହତାଶ ହୋଇପଡିଥିଲେ । ଶେଷରେ କଙ୍କଡା ଚାଷ କଲେ ଭଲ ରୋଜଗାର ହେବ ବୋଲି ଶୁଣିବାକୁ ପାଇଥିଲେ ଶିବ । ଏହା ପରେ ନିଜର ଚାରି ଏକର…

ମାଲକାନଗିରି : ପୁଣି ଚାଷକୁ ଫେରିଲେ ପୂର୍ବତନ ବିଧାୟକ, ନିଜେ ଖେତକୁ ଯାଇ ବିହନ ବୁଣୁଛନ୍ତି

ମାଲକାନଗିରି (କେ ନ୍ୟୁଜ୍‌) : ହାତରେ ଧାନ ବିହନ ଭରା ବାଲଟି ଓ ଶରୀରରେ ହାପ୍ ପ୍ୟାଣ୍ଟ ଏବଂ ଟି-ସାର୍ଟ । ଆଣ୍ଠୁଏ କାଦୁଅରେ ବେଉଷଣ କାମ କରୁଛନ୍ତି ଏଇ ବ୍ୟକ୍ତି । ଟିକେ ଭଲ କରି ଦେଖିଲେ । ହୁଏତ ଆପଣ ଚିହ୍ନିବାରେ ଭୁଲ କରି ପାରନ୍ତି । ସେ ହେଉଛନ୍ତି ବିଜେଡି ଦଳର ଜଣେ ପୂର୍ବତନ ବିଧାୟକ ।…