FASTagରେ ମିନିମମ୍ ବାଲାନ୍ସ ରଖିବା ଚିନ୍ତା ହେଲା ଶେଷ, ବାଲାନ୍ସ ନଥିଲେ ବି ଟୋଲ୍ ପ୍ଲାଜାରେ ଅଟକିବନି ଗାଡି
ଆପଣ କାର୍ ଡ୍ରାଇଭ୍ କରୁଛନ୍ତି କି, ତେବେ ଆପଣଙ୍କ ପାଇଁ ଭଲ ଖବର। ଯଦି ଆପଣ ନ୍ୟାସନାଲ୍ ହାଇେଓ୍ଵ ଦେଇ ଯାତ୍ରା କରୁଛନ୍ତି, ତେବେ ଆପଣଙ୍କୁ ଫାସଟାଗରେ ମିନିମମ୍ ବାଲାନ୍ସ ରଖିବାର ଆଉ ଚିନ୍ତା କରିବା ଆବଶ୍ୟକତା ନାହିଁ। NHAI ଫାସଟାଗର ଉତ୍ତମ ବ୍ୟବହାର ପାଇଁ ଏଥିରେ ଲାଗୁଥିବା ମିନିମମ୍…