Below header
Browsing Tag

FATHER-IN-LAW AND DAUGHTER-IN-LAW EXAM

ଶ୍ୱଶୁର ବୋହୂ ଏକା ସାଙ୍ଗରେ ଦେଲେ ବୋର୍ଡ ପରୀକ୍ଷା

କୁହାଯାଏ ପାଠ ପଢିବା ପାଇଁ କୌଣସି ବୟସ ସୀମା ନଥାଏ । ଯାହା ବାସ୍ତବିକତାରେ ପରିଣତ ହୋଇଛି ରାଜସ୍ଥାନ ଚୁରୁ ଜିଲ୍ଲାର ରତନଗଡ଼ରେ । ଯେଉଁଠି ବୟସ୍କ ଶ୍ୱଶୁର ତାଙ୍କ ବୋହୂ ସହିତ ଏକା ସାଙ୍ଗରେ ବୋର୍ଡ ପରୀକ୍ଷା ଦେଇଛନ୍ତି । ତାହା ପୁଣି ଗୋଟିଏ ସେଣ୍ଟରରେ । ରତନଗଡ଼ର ୱାର୍ଡ ନଂ-୧୦ରେ ରୁହନ୍ତି ୬୪…