ଅରୁଚିକର ମନ୍ତବ୍ୟ ଦେଇ ଓଡ଼ିଶା ଏଫ୍ସି କୋଚ୍ ଷ୍ଟୁଆର୍ଟ ବକ୍ସଟର ବହିଷ୍କୃତ
ଭୁବନେଶ୍ବର: ଓଡ଼ିଶା ଏଫ୍ସି କୋଚ୍ ଷ୍ଟୁଆର୍ଟ ବକ୍ସଟର ବହିଷ୍କୃତ । ଅରୁଚିକର ମନ୍ତବ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଛି । ତାଙ୍କ କଣ୍ଟ୍ରାକ୍ଟ ତୁରନ୍ତ ରଦ୍ଦ କରିଦିଆଯାଇଛି । ସୋମବାର ଜାମସେଦପୁର ବିପକ୍ଷ ମ୍ୟାଚ୍ରେ ୦-୧ ଗୋଲରେ ହାରିଥିଲା ଓଡ଼ିଶା ।
ଏହାପରେ କୋଚ୍ ଷ୍ଟୁଆର୍ଟ ବକ୍ସଟର…