ଲଞ୍ଚ ପୂର୍ବରୁ ଲିକ୍ ହେଲା OnePlus Open 2 ର ଫିଚର୍ସ, ଜାଣନ୍ତୁ କିପରି କରାଯିବ ଡିଜାଇନ୍
OnePlus ର ପରବର୍ତ୍ତୀ ଫୋଲ୍ଡେବଲ୍ ସ୍ମାର୍ଟଫୋନ୍, OnePlus Open 2 ବହୁତ ଶୀଘ୍ର ଲଞ୍ଚ ହେବାକୁ ଯାଉଛି । ଏହି ଫୋନର ଲିକ୍ ହୋଇଥିବା ଡିଟେଲ୍ସ ଅନେକ ନୂଆ ଏବଂ ଅପଗ୍ରେଡର ପ୍ରକାଶ କରିଛି । OnePlus Open 2 ରେ ନୂଆ ଏବଂ ଦମଦାର୍ ଡିଜାଇନ୍ ରହିବ, ଯେଉଁଥିରେ ବଡ଼ ଗୋଲ୍ ସେପର କ୍ୟାମେରା…